ଲଭ୍ ଫିଭର୍
ଦେଖଣା
ଲଭ୍ ଫିଭର୍ | |
---|---|
ନିର୍ଦ୍ଦେଶକ | ଚନ୍ଦନ ଜେନା |
ପ୍ରଯୋଜକ | ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ଚନ୍ଦନ ଜେନା |
କାହାଣୀ | ସଚ୍ଚିକାନ୍ତ ଜେନା |
କଳାକାର | ରାଜବୀର ଶଙ୍କର ଦେଓ ବନ୍ଦନା ପରମାଣିକ ଅସୀତ ପତି ପିଣ୍ଟୁ ନନ୍ଦ |
ସଙ୍ଗୀତ | ପ୍ରଶାନ୍ତ ପାଲ୍ |
ଚିତ୍ରଗ୍ରହଣ | ଅଜିତ, ପ୍ରଦୀପ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୨୦ ମଇ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲଭ୍ ଫିଭର୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ମୁନ୍ ଟିଭି ବ୍ୟାନରରେ ନିର୍ମିତ ହୋଇଥିଲା,[୨][୩] ଯାହାର ପ୍ରଯୋଜନା କରିଥିଲେ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ।[୪] ସଚ୍ଚିକାନ୍ତ ଜେନା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ଚିନ୍ମୟ ଦାସ ପଟ୍ଟନାୟକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଚନ୍ଦନ ଜେନା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରଶାନ୍ତ ପାଲ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜବୀର ଶଙ୍କର ଦେଓ ଓ ବନ୍ଦନା ପରମାଣିକ । ଅସୀତ ପତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ମୀନକେତନ, ଅଶ୍ରୁମୋଚନ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫] ଏହି କଥାଚିତ୍ରଟିର ୨୦୨୨ ମସିହାର ମଇ ୨୦ ତାରିଖରେ ମୁକ୍ତିଲାଭ କରିଥିଲା ।[୬]
ଅଭିନୟ
[ସମ୍ପାଦନା]- ରାଜବୀର ଶଙ୍କର ଦେଓ[୭][୮]
- ବନ୍ଦନା ପରମାଣିକ[୯]
- ଅସୀତ ପତି
- ପିଣ୍ଟୁ ନନ୍ଦ
- ପୁଷ୍ପା ପଣ୍ଡା
- ମୀନକେତନ
- ଅଶ୍ରୁମୋଚନ ମହାନ୍ତି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ଆଜି ଫ୍ରାଇଡେ ଫାଇଟ୍ : ପରଦାରେ ୨ ବଲିଉଡ ସହ ୨ ଓଲିଉଡ ଫିଲ୍ମ, ସେପଟେ ୨ଟି ଓଡ଼ିଆ ଫିଲ୍ମ ରିଲିଜ | Kanak News". Kanak News. kanaknews.com. 20 May 2022. Archived from the original on 31 May 2022. Retrieved 31 May 2022.
- ↑ "ତତେ ଷୋହଳକୁ ମତେ ସତର | Sambad". ସମ୍ବାଦ. sambad.in. 23 July 2021. Archived from the original on 30 May 2022. Retrieved 30 May 2022.
- ↑ "ପ୍ରେମ ହାରେନା". ପ୍ରମେୟ. 16 February 2022. p. 6. Archived from the original on 6 January 2023. Retrieved 6 January 2023.
- ↑ "ଛଅ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି 'ତୁ ଆଉ ମୁଁ'ର ନାୟିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2020. Archived from the original on 30 May 2022. Retrieved 30 May 2022.
- ↑ ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ "ଆକ୍ସନ ହିରୋ ରାଜବୀର". ମାତୃଭାଷା. 22 March 2020. Retrieved 30 May 2022.
- ↑ "ଚଳଚ୍ଚିତ୍ର 'ସଲାମ୍ ଭୁବନେଶ୍ବର'ର ରୋମାଣ୍ଟିକ୍ ଗୀତ 'ତେରେ ପାୟେଲିୟା ବାଜେରେ ଛମ୍ ଛମ୍ ଛମ୍'". Sambad. 9 October 2022. Archived from the original on 12 October 2022. Retrieved 12 October 2022.
- ↑ ମହାନ୍ତି, ପ୍ରତ୍ୟାଶା ପ୍ରିୟମ୍ବଦା (10 October 2022). "ଅଭିନେତ୍ରୀରୁ ପ୍ରଶାସନିକ ଅଧିକାରୀ: ପ୍ରଥମ ପ୍ରୟାସରେ ବନ୍ଦନାଙ୍କ ସଫଳତା". ସକାଳ. No. ବାଲେଶ୍ୱର. ବାଲେଶ୍ୱର: ସକାଳ. p. 6. Archived from the original on 10 October 2022. Retrieved 10 October 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ଫିଭର୍