ପ୍ରେମରେ ରଖିଚି ୧୦୦ରୁ ୧୦୦

ଉଇକିପିଡ଼ିଆ‌ରୁ
ପ୍ରେମରେ ରଖିଚି ୧୦୦ରୁ ୧୦୦
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକବିରଞ୍ଚି ନାରାୟଣ ପଣ୍ଡା
ଦିଲୀପ କୁମାର ଦାଶ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀଦିଲୀପ କୁମାର ଦାଶ
କଳାକାରଜ୍ୟୋତି ରଞ୍ଜନ ନାୟକ
ରିୟା ଦେ
ବିଜୁ ବଡ଼ଜେନା
ପ୍ରେମାଞ୍ଜନ ପରିଡ଼ା
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
୧୦ ଫେବୃଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମରେ ରଖିଚି ୧୦୦ରୁ ୧୦୦ ୨୦୧୯ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିରଞ୍ଚି ନାରାୟଣ ପଣ୍ଡା ଓ ଦିଲୀପ କୁମାର ଦାଶ ।[୨] ଦିଲୀପ କୁମାର ଦାଶ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ରିୟା ଦେ ।[୪] ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୭] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସବିଶେଷ, ଦୀପ୍ତିରେଖା ପାଢ଼ୀ, ଇରା ମହାନ୍ତି, ସ୍ୱୟମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଦିଲ୍ କି ମେହମାନ"ଅରୁଣ ମନ୍ତ୍ରୀଇରା ମହାନ୍ତି, ସ୍ୱୟମ 
2."ପ୍ରେମରେ ରଖିଚି ୧୦୦ରୁ ୧୦୦" ଇରା ମହାନ୍ତି, ଆଶୁତୋଷ 
3."ହୃଦୟ ଚିରି ହୁଅନ୍ତା ଯଦି" ଦୀପ୍ତିରେଖା ପାଢ଼ୀ, ସବିଶେଷ 

ଆଧାର[ସମ୍ପାଦନା]

  1. "୧୦ରେ ଆସୁଛି ଏହି ଓଡ଼ିଆ ସିନେମା". Sambad (in Odia). Odisha. 7 February 2019. Archived from the original on 8 February 2019. Retrieved 8 February 2019.{{cite news}}: CS1 maint: unrecognized language (link)
  2. "ଓଲିଉଡରେ ଚାଲିଛି ଏଭଳି ପ୍ରେମ". Sambad (in Odia). Bhubaneswar. 27 January 2019. Archived from the original on 28 January 2019. Retrieved 28 January 2019.{{cite news}}: CS1 maint: unrecognized language (link)
  3. "ପ୍ରେମ ପାଇଁ ମହାଭାରତ". ସମାଜ (ରବିବାର) (in ଭୁବନେଶ୍ୱର). ଓଡ଼ିଶା. 3 February 2019. p. 8. Archived from the original on 8 February 2019. Retrieved 8 February 2019.{{cite news}}: CS1 maint: unrecognized language (link)
  4. "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
  5. "ଫେରିଲେ ବିରଞ୍ଚି". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.{{cite news}}: CS1 maint: unrecognized language (link)
  6. "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
  7. "ଜାନୁଆରିରେ ରିଲିଜ୍‌ ହେବ ଏସବୁ ଓଡ଼ିଆ ସିନେମା". Sambad. ଓଡ଼ିଶା. 1 January 2019. Archived from the original on 8 January 2019. Retrieved 10 January 2019.

ବାହାର ଆଧାର[ସମ୍ପାଦନା]