ନିମ୍କି
ନିମ୍କି - ନିମପୁରରୁ ନବୀନ ନିବାସ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | କୁନା ମଙ୍ଗରାଜ ବର୍ଷା ପ୍ରିୟଦର୍ଶିନୀ |
ସଂଳାପ | ଦିଲୀପ ଚୈଧୁରୀ |
ଚିତ୍ରନାଟ୍ୟ | ସୁଶାନ୍ତ ମଣି |
କାହାଣୀ | ବର୍ଷା ପ୍ରିୟଦର୍ଶିନୀ |
କଳାକାର | ବର୍ଷା ପ୍ରିୟଦର୍ଶିନୀ ଅଶ୍ରୁମୋଚନ ମହାନ୍ତି ତୃପ୍ତି ସିହ୍ନା ପ୍ରଜ୍ଞା ଖଟୁଆ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ସୁଭ୍ରାଂଶୁ ଦାସ |
ମୁକ୍ତିଲାଭ ତାରିଖ | ୨୩ ଜାନୁଆରୀ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନିମ୍କି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁନା ମଙ୍ଗରାଜ ଓ ବର୍ଷା ପ୍ରିୟଦର୍ଶିନୀ ।[୨] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଦିଲୀପ ଚୈଧୁରୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩][୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।[୫] ଅଶ୍ରୁମୋଚନ ମହାନ୍ତି, ପ୍ରଜ୍ଞା ଖଟୁଆ, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଏହି ଚଳଚ୍ଚିତ୍ରଟିର ୨୦୧୯ ମସିହା ଜାନୁଆରୀ ମାସ ୨୩ ତାରିଖରେ ମୁକ୍ତିଲାଭ କରିଥିଲା ।[୬] କଥାଚିତ୍ରଟିର ପ୍ରିମିୟର ଉତ୍ସବରେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଜୟା ବଚ୍ଚନ ଯୋଗ ଦେଇଥିଲେ ।[୭]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶାନ ଦେଇଥିଲେ ପ୍ରେମ ଆନନ୍ଦ ।[୮] ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ସବିଶେଷ, ଆଶୁତୋଷ, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରଟିର ଗୀତଗୁଡ଼ିକ କଟକ ବାଲିଯାତ୍ର ପଡ଼ିଆରେ ମୁକ୍ତିଲାଭ କରିଥିଲା ।[୯]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଏ ଭୁବନେଶ୍ୱର" | ||
2. | "ମନ ନାଚେ" | ||
3. | "ଛୋଟ ମୋର ଗାଁଟି" | ସୋହିନୀ ମିଶ୍ର |
ଆଧାର
[ସମ୍ପାଦନା]- ↑ Das, Prafullla (18 January 2019). "Odia films on politicians to hit screens ahead of polls". The Hindu (in Indian English). Retrieved 29 January 2019.
- ↑ ୨.୦ ୨.୧ "ବର୍ଷାଙ୍କ ଏହି ସ୍ୱପ୍ନର ଚଳଚ୍ଚିତ୍ର ଓଡ଼ିଶା ତଥା ଦେଶବିଦେଶର ଦର୍ଶକଙ୍କୁ ପ୍ରଭାବିତ କରିବ". Sambad (in Odia). Odisha. 20 January 2019. Archived from the original on 21 January 2019. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ Das, Sowmika (18 August 2018). "Sushant changes camera tactics for Nimki". The New Indian Express. Retrieved 29 January 2019.
- ↑ "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
- ↑ "କୁଆଡ଼େ ମୁହାଁଇଛନ୍ତି ଅର୍ଚ୍ଚିତା ଓ ବର୍ଷା!". sambad.in (in Odia). Odisha. 14 May 2018. Archived from the original on 16 June 2018. Retrieved 6 June 2018.
{{cite news}}
: CS1 maint: unrecognized language (link) - ↑ "ପ୍ରଥମ ମାସରେ ରିଲିଜ୍ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.
{{cite news}}
: CS1 maint: unrecognized language (link) - ↑ "ଓଲିଉଡ୍ ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସିନେମା 'ନିମକି'ର ପ୍ରିମିୟରରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ବଲିଉଡ଼୍ ଅଭିନେତ୍ରୀ ଜୟା ବଚ୍ଚନ!". Sambad (in Odia). Odisha. 18 January 2019. Archived from the original on 27 January 2021. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "ନୂଆ ରୂପରେ ବର୍ଷା ପ୍ରିୟଦର୍ଶିନୀ". sambad.in (in Odia). Odisha. 24 April 2018. Archived from the original on 31 October 2019. Retrieved 6 June 2018.
{{cite news}}
: CS1 maint: unrecognized language (link) - ↑ Moharana, Anuradha (26 November 2018). "ବାଲିଯାତ୍ରାରେ 'ନିମ୍କି'ର ଅଡ଼ିଓ ରିଲିିଜ, ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବ ଚଳଚ୍ଚିତ୍ର". THE KALINGA SAMAJA (in Odia). Cuttack. Archived from the original on 29 January 2019. Retrieved 29 January 2019.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନିମ୍କି