ମୋହନ ଭୋଗ

ଉଇକିପିଡ଼ିଆ‌ରୁ
ମୋହନ ଭୋଗ
ଆରମ୍ଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନସୂଜି, ଚିନି, ଘିଅ

ମୋହନ ଭୋଗ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗ ମଧ୍ୟରୁ ଅନ୍ୟତମ ।[୧]

ଉପାଦାନ[ସମ୍ପାଦନା]

  • ସୁଜି ୧କପ
  • ଚିନି ଅଧା କପ
  • ଗୁଆଘିଆ ୧/୪ କପ
  • ଖିସମିସ୍ ୧୦ ଗ୍ରାମ
  • ତେଜପତ୍ର ୨ଟା
  • ଅଳେଇଚ ୪ଟା
  • ଲୁଣ ଧାପେ ଓ ପାଣି ୧କପ

ପ୍ରସ୍ତୁତି[ସମ୍ପାଦନା]

ଗରମ ଘିଅ ପାତ୍ରରେ ସୁଜି ଭାଜି ବାଦାମୀ ରଙ୍ଗ ହୋଇଗଲେ ସେଥିରେ ଚିନି, ଖିସମିସ୍ ଓ ତେଜପତ୍ର ପକାଇବେ।ତା'ପରେ ଏହାକୁ ଆଉ ଭାଜି ସେଥିରେ ପାଣି, ଲୁଣ ଓ ଅଳେଇଚ ଗୁଣ୍ଡ ପକାଇବେ।ସୁଜି ପାଣିରେ ଫୁଟିଲେ, ଜାଳ କମାଇ ପାତ୍ରରେ ଘୋଡ଼ଣୀ ଦେଇଦେବେ।ଏଥିରେ ସୁଜି ପ୍ରସ୍ତୁତ ହୋଇଗଲେ ଘୋଡ଼ଣୀ କାଢ଼ି ଏହାକୁ ଭଲକରି ଘାଣ୍ଟି ଦେବେ । ସୁଜି କରେଇରେ ମେଞ୍ଚା ମେଞ୍ଚା ନ ହୋଇ ଗୋଟି ଗୋଟି ହୋଇଗଲେ ଏହାକୁ ତଳକୁ ଓହ୍ଲାଇ ଥଣ୍ଡା କରିଦେବେ।ବର୍ତ୍ତମାନ ମୋହନ ଭୋଗ ପ୍ରସ୍ତୁତ ହୋଇଗଲା ।

ଆଧାର[ସମ୍ପାଦନା]

  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.