Jump to content

"ଲୈଲା ଓ ଲୈଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୨୮ କ ଧାଡ଼ି: ୨୮ କ ଧାଡ଼ି:
'''ଲୈଲା ଓ ଲୈଲା''', ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ର‌ୱାଲ । ସିଦ୍ଧାର୍ଥ ଅଗ୍ର‌ୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref name="LL"/> ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।<ref name="ଶିଶୁ କଳାକାର ଏକାଠି">{{cite news|title=ଶିଶୁ କଳାକାର ଏକାଠି|url=https://samajaepaper.in/epaperimages/17122017/17122017-md-sn-8/16122017202717670.jpg|accessdate=17 December 2017|newspaper=ସମାଜ|date=17 December 2017}}</ref>
'''ଲୈଲା ଓ ଲୈଲା''', ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ର‌ୱାଲ । ସିଦ୍ଧାର୍ଥ ଅଗ୍ର‌ୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref name="LL"/> ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।<ref name="ଶିଶୁ କଳାକାର ଏକାଠି">{{cite news|title=ଶିଶୁ କଳାକାର ଏକାଠି|url=https://samajaepaper.in/epaperimages/17122017/17122017-md-sn-8/16122017202717670.jpg|accessdate=17 December 2017|newspaper=ସମାଜ|date=17 December 2017}}</ref>


ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଏବଂ ସନ୍‌ମୀରା ନାଗେଶ<ref name="LL"/> ।<ref>{{cite news|title=ଓଲିଉଡ୍‌ର ନୂଆ ଯୋଡ଼ି ସ୍ୱରାଜ-ସନମୀରା|url=http://sambad.in/news/entertainment/ollywood-s-new-sensation-swaraj-sanmeera/75184.html|accessdate=8 September 2017|newspaper=ସମ୍ବାଦ|date=6 September 2017}}</ref>
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଏବଂ ସନ୍‌ମୀରା ନାଗେଶ<ref name="LL"/> ।<ref>{{cite news|title=ଓଲିଉଡ୍‌ର ନୂଆ ଯୋଡ଼ି ସ୍ୱରାଜ-ସନମୀରା|url=http://sambad.in/news/entertainment/ollywood-s-new-sensation-swaraj-sanmeera/75184.html|accessdate=8 September 2017|newspaper=ସମ୍ବାଦ|date=6 September 2017}}</ref><ref>{{cite news|title=http://enewsodia.com/swaraj-barik-new-odia-cinema-laila-laila/|url=http://enewsodia.com/swaraj-barik-new-odia-cinema-laila-laila/|accessdate=18 December 2017|newspaper=E News ଓଡ଼ିଆ}}</ref>


==ଅଭିନୟ==
==ଅଭିନୟ==

୨୨:୨୬, ୧୮ ଡିସେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଲୈଲା ଓ ଲୈଲା
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକସୀତାରାମ ଅଗ୍ର‌ୱାଲ
ସଂଳାପ(ସଂଳାପ): ନିର୍ମଳ ନାୟକ
ଚିତ୍ରନାଟ୍ୟନିର୍ମଳ ନାୟକ
କାହାଣୀସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାରସ୍ୱରାଜ, ସନ୍‌ମୀରା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଶୁଭ୍ରାଂଶୁ ଦାସ
ସମ୍ପାଦକସୁଶାନ୍ତ ମଣି
ଦେଶ ଭାରତ
ଭାଷାଓଡ଼ିଆ

ଲୈଲା ଓ ଲୈଲା, ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ର‌ୱାଲ । ସିଦ୍ଧାର୍ଥ ଅଗ୍ର‌ୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଏବଂ ସନ୍‌ମୀରା ନାଗେଶ[][][]

ଅଭିନୟ

  • ସ୍ୱରାଜ ବାରିକ
  • ସନ୍‌ମୀରା ନାଗେଶ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[] ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[] ହ୍ୟୁମାନ ସାଗର, ଆମି ଦାଶ, ଆର୍‌. ଏସ୍. କୁମାର, ନିବେଦିତା, ସୌରିନ ଭଟ୍ଟ, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ସୁକୁଟି ସାହୁ"ହ୍ୟୁମାନ ସାଗର 
2."ରା ରା ରାଘବ"ଆମି ଦାଶ 
3."ଆ ଭାସିଯିବା ପବନରେ"ଆର୍‌. ଏସ୍. କୁମାର, ନିବେଦିତା 
4."ୟେ କି ପାଗଳାମି"ହ୍ୟୁମାନ ସାଗର 
5."ଓରେ ସାଥିରେ ଏ ଦେହରେ"ସୌରିନ ଭଟ୍ଟ, ନିବେଦିତା 
6."ଲୈଲା ଓ ଲୈଲା"ହ୍ୟୁମାନ ସାଗର, ଅସୀମା ପଣ୍ଡା 
7."ଲାଇଫ୍‌ରେ ଆସି ଅଟକିଗଲୁ"ଅନନ୍ୟା ଶ୍ରୀତମ ନନ୍ଦ 
8."ଓଠରେ ତୋ ଏତେ ମ‌ହୁ"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
9."ଫର୍ଷ୍ଟ ଟାଇମ୍ ଗୋଟେ ଝିଅ"ହ୍ୟୁମାନ ସାଗର 

ଆଧାର

  1. ୧.୦ ୧.୧ ୧.୨ "ନବମ ଶ୍ରେଣୀରୁ ହିରୋଇନ୍; ସନ୍‌ମୀରାଙ୍କ 'ଲୈଲା ଓ ଲୈଲା'". Odisha Live. 6 September 2017. Retrieved 18 December 2017.
  2. ୨.୦ ୨.୧ "ଶିଶୁ କଳାକାର ଏକାଠି". ସମାଜ. 17 December 2017. Retrieved 17 December 2017.
  3. "ଓଲିଉଡ୍‌ର ନୂଆ ଯୋଡ଼ି ସ୍ୱରାଜ-ସନମୀରା". ସମ୍ବାଦ. 6 September 2017. Retrieved 8 September 2017.
  4. "http://enewsodia.com/swaraj-barik-new-odia-cinema-laila-laila/". E News ଓଡ଼ିଆ. Retrieved 18 December 2017. {{cite news}}: External link in |title= (help)

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଲୈଲା ଓ ଲୈଲା