ଲୈଲା ଓ ଲୈଲା

ଉଇକିପିଡ଼ିଆ‌ରୁ
ଲୈଲା ଓ ଲୈଲା
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକସୀତାରାମ ଅଗ୍ର‌ୱାଲ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟନିର୍ମଳ ନାୟକ
କାହାଣୀସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାରସ୍ୱରାଜ ବାରିକ,
ସନ୍‌ମୀରା ନାଗେଶ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଶୁଭ୍ରାଂଶୁ ଦାସ
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୯ ଡିସେମ୍ବର ୨୦୧୭[୧]
ଦେଶ ଭାରତ
ଭାଷାଓଡ଼ିଆ

ଲୈଲା ଓ ଲୈଲା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ର‌ୱାଲ ।[୩] ସିଦ୍ଧାର୍ଥ ଅଗ୍ର‌ୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ।[୪] ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୬] ଏହି କଥାଚିତ୍ରଟି ୨୦୧୮ ମସିହା ନୂଆବର୍ଷ ପୂର୍ବରୁ ଡିସେମ୍ବର ୨୯ରେ ମୁକ୍ତିଲାଭ କରିଥିଲା ।[୭] ଏହି କଥାଚିତ୍ରଟି ସେତେଟା ବ୍ୟବସାୟିକ ସଫଳତା ପାଇନଥିଲା ।[୮]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ[୯] ଏବଂ ସନ୍‌ମୀରା ନାଗେଶ[୫][୧୦][୧୧][୧୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୧୮][୬] ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୫] ହ୍ୟୁମାନ ସାଗର, ଆମି ଦାଶ, ଆର୍‌. ଏସ୍. କୁମାର, ନିବେଦିତା, ସୌରିନ ଭଟ୍ଟ, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ସୁକୁଟି ସାହୁ"ହ୍ୟୁମାନ ସାଗର 
2."ରା ରା ରାଘବ"ଆମି ଦାଶ 
3."ଆ ଭାସିଯିବା ପବନରେ"ଆର୍‌. ଏସ୍. କୁମାର, ନିବେଦିତା 
4."ୟେ କି ପାଗଳାମି"ହ୍ୟୁମାନ ସାଗର 
5."ଓରେ ସାଥିରେ ଏ ଦେହରେ"ସୌରିନ ଭଟ୍ଟ, ନିବେଦିତା 
6."ଲୈଲା ଓ ଲୈଲା"ହ୍ୟୁମାନ ସାଗର, ଅସୀମା ପଣ୍ଡା 
7."ଲାଇଫ୍‌ରେ ଆସି ଅଟକିଗଲୁ"ଅନନ୍ୟା ଶ୍ରୀତମ ନନ୍ଦ 
8."ଓଠରେ ତୋ ଏତେ ମ‌ହୁ"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
9."ଫର୍ଷ୍ଟ ଟାଇମ୍ ଗୋଟେ ଝିଅ"ହ୍ୟୁମାନ ସାଗର 

ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ (ଲୁବୁନ୍ ଟୁବୁନ୍) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮[୧୯]
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବୈଦ୍ୟନାଥ ଦାଶ) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮[୧୯]

ଆଧାର[ସମ୍ପାଦନା]

  1. "ଆଜି ଶୁଭମୁକ୍ତି: 'ଲୈଲା ଓ ଲୈଲା'". sambad.in. 29 December 2017. Retrieved 1 February 2018.
  2. "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ?". sambad.in. 31 December 2017. Retrieved 1 February 2018.
  3. "ସ୍ୱରାଜଙ୍କ ଦ୍ୱିତୀୟ ସିନେମା 'ଲୈଲା ଓ ଲୈଲା'". ସମ୍ବାଦ. 31 July 2017. Retrieved 18 December 2017.
  4. ୪.୦ ୪.୧ "ପୂଜାରେ ଆସୁନାହିଁ 'ଲୈଲା ଓ ଲୈଲା'". sambad.in. 21 September 2017. Retrieved 18 December 2017.
  5. ୫.୦ ୫.୧ ୫.୨ "ନବମ ଶ୍ରେଣୀରୁ ହିରୋଇନ୍; ସନ୍‌ମୀରାଙ୍କ 'ଲୈଲା ଓ ଲୈଲା'". Odisha Live. 6 September 2017. Retrieved 18 December 2017.
  6. ୬.୦ ୬.୧ "ଶିଶୁ କଳାକାର ଏକାଠି". ସମାଜ. 17 December 2017. Retrieved 17 December 2017.[permanent dead link]
  7. "ନୂଆ ବର୍ଷରେ ନୁହେଁ, ତା' ଆଗରୁ ରିଲିଜ୍ ହେଉଛି ସ୍ୱରାଜଙ୍କ 'ଲୈଲା ଓ ଲୈଲା'". ସମ୍ବାଦ. 12 December 2017. Retrieved 18 December 2017.
  8. "ଗଣେଶ ପୂଜାରେ ଆସିବ ଏହି ଲୋକପ୍ରିୟ ଯୋଡିଙ୍କର ଓଡ଼ିଆ ସିନେମା | Sambad". Sambad. 28 August 2018. Archived from the original on 31 August 2018. Retrieved 31 August 2018.
  9. "ପ୍ରଥମ ସିନେମା ପରେ ସ୍ୱରାଜ ଓ ଭୂମିକା ଦ୍ୱିତୀୟ ଥର ସିନେମାରେ ନଜର ଆସି ନାହାଁନ୍ତି". Update Odisha. 16 December 2017. Retrieved 18 December 2017.
  10. "ଓଲିଉଡ୍‌ର ନୂଆ ଯୋଡ଼ି ସ୍ୱରାଜ-ସନମୀରା". ସମ୍ବାଦ. 6 September 2017. Archived from the original on 8 September 2017. Retrieved 8 September 2017.
  11. "enewsodia.com/swaraj-barik-new-odia-cinema-laila-laila/". E News ଓଡ଼ିଆ. Retrieved 18 December 2017.
  12. "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.{{cite news}}: CS1 maint: unrecognized language (link)
  13. "ସାବାସ୍ ସ୍ୱରାଜ". ସମାଜ. 21 January 2018. Retrieved 24 January 2018.[permanent dead link]
  14. "ଲୋକାଲ୍ ଟୋକାଙ୍କ ପ୍ରେମିକା" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.{{cite news}}: CS1 maint: unrecognized language (link)
  15. ସାହୁ, ଅସମାପିକା. "ଧରିତ୍ରୀ ଆଳାପ: ନୂଆ ନୂଆ ଷ୍ଟୋରିକୁ ନେଇ ଫିଲ୍ମ ହେଉ-ସନ୍‌ମିରା ନଗେଶ - Dharitri.Com". Dharitri.com (in Odia). ଓଡ଼ିଶା. Archived from the original on 26 August 2018. Retrieved 8 September 2018.{{cite news}}: CS1 maint: unrecognized language (link)
  16. "ଏହି ଓଲିଉଡ ନାୟିକାଙ୍କ ସ୍ୱପ୍ନ ପୂରଣ ହେଲା". sambad.in. 31 May 2018. Retrieved 6 June 2018.
  17. "ସନ୍‌ମିରାଙ୍କ ଚମକ". ସମାଜ (ରବିବାର). 12 August 2018. Archived from the original on 11 August 2018. Retrieved 11 August 2018.
  18. "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.{{cite news}}: CS1 maint: unrecognized language (link)
  19. ୧୯.୦ ୧୯.୧ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018. {{cite news}}: Unknown parameter |deadur= ignored (help)

ବାହାର ଆଧାର[ସମ୍ପାଦନା]