Jump to content

"ଦି ଏଣ୍ଡ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"{{Infobox film | name = ଦି ଏଣ୍ଡ୍ | image = | image size = | alt = | cap..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୨:୩୪, ୧୩ ଅପ୍ରେଲ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଦି ଏଣ୍ଡ୍
ନିର୍ଦ୍ଦେଶକଟି. ଗଣେଶ
ପ୍ରଯୋଜକସତ୍ୟକାନ୍ତ ସାହୁ
ସଂଳାପ(ସଂଳାପ): ଅଜୟ ସାମଲ
ଚିତ୍ରନାଟ୍ୟଟି. ଗଣେଶ
କାହାଣୀସତ୍ୟକାନ୍ତ ସାହୁ
କଳାକାରଅଶ୍ୱୀନି ତ୍ରିପାଠୀ, ପ୍ରିତୀ, ମନୋଜ ମିଶ୍ର, ଇଲୁ ବାନାର୍ଜୀ
ସଙ୍ଗୀତଏସ୍. ଚନ୍ଦ୍ରକାନ୍ତ
ଚିତ୍ରଗ୍ରହଣପ୍ରିୟରଞ୍ଜନ ପରିଜା
ମୁକ୍ତିଲାଭ ତାରିଖ
୧୦ ଫେବୃଆରୀ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଦି ଏଣ୍ଡ୍ ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟି ଏକ ଭୂତକାହାଣୀ ପର୍ଯ୍ୟବେଶିତ ଚଳଚ୍ଚିତ୍ର ।[] [] ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଟି. ଗଣେଶ ଏବଂ ପ୍ରଯୋଜନା କରିଥିଲେ ସତ୍ୟକାନ୍ତ ସାହୁ ।[] ଅଶ୍ୱିନୀ ତ୍ରିପାଠୀ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଥିବାବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ପ୍ରିତୀ । ମନୋଜ ମିଶ୍ର ଏବଂ ଇଲୁ ବାନାର୍ଜୀ ପ୍ରମୁଖ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ।[]

ଅଭିନୟ

ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:

  • ଅଶ୍ୱୀନି ତ୍ରିପାଠୀ
  • ପ୍ରିତୀ
  • ମନୋଜ ମିଶ୍ର
  • ଇଲୁ ବାନାର୍ଜୀ
  • ବାବୁ
  • ସୂରଜ ତ୍ରିପାଠୀ
  • ରବି
  • ମେଘା
  • କବିତା
  • ପୂଜା
  • ଆର୍‌କେ
  • ପ୍ରଶାନ୍ତ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ, ଜୟନ୍ତ ଦାସ, ଏନ୍‌. ଗରୁଦତ୍ତ, ଡ. ଶୁଭ କୁମାର, ବିଭୂତି ସ୍ୱାଇଁ ଓ ଦିବ୍ୟଲୋଚନ । ହ୍ୟୁମାନ ସାଗର, ପ୍ରିନସ୍‌, ଶ୍ରଦ୍ଧା, ଇପ୍‌ସିତା, ସଂଗ୍ରାମ, ବିଜୟ କୁମାର ଓ ପିଣ୍ଟୁ ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[]

ଗୀତ

ଗୀତ ରଚନା କଣ୍ଠଦାନ
ହାପି ହାପି ନ୍ୟୁ ଇଅର
ଜାନୁ ରେ
ଜୀବନର ଦୁଇ ଦିନ
ଲଭ୍ ସେସନ୍
ନାଥ ନାଥ
ତୁ ମୋ ମନର ମିତ

ଆଧାର

  1. "The End Odia Film". OdiaLive.com. 8 November 2016. Retrieved 13 April 2017.
  2. "ଦି ଏଣ୍ଡ୍". Kanak News. 26 April 2016. Retrieved 13 April 2017.
  3. "The End- It Begins Here Upcoming Odia Movie of Aswin and Suraj Tripathy". E News ଓଡ଼ିଆ. 10 April 2016. Retrieved 13 April 2017.
  4. "The End". Odia Movie Database. Retrieved 13 April 2017.
  5. "ଭିନ୍ନ ସ୍ୱାଦର ଚଳଚ୍ଚିତ୍ର 'ଦି ଏଣ୍ଡ୍‌'ର ଅଡିଓ ରିଲିଜ୍‌". ସମ୍ୱାଦ. 9 March 2017. Retrieved 13 April 2017.