"ଝିଅଟା ବିଗିଡ଼ିଗଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
"ଶଚିକାନ୍ତ ଜେନାଙ୍କ ପ୍ରଯୋଜନାରେ '''ମୁଁ ଟିଭି ମୁଭିଜ''..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
(କିଛି ବଦଳିନାହିଁ)
|
୦୮:୫୫, ୨୨ ଜୁଲାଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ଶଚିକାନ୍ତ ଜେନାଙ୍କ ପ୍ରଯୋଜନାରେ ମୁଁ ଟିଭି ମୁଭିଜର ଦ୍ୱିତୀୟ ଅବଦାନରେ ବିନି ପଟ୍ଟନାୟକଙ୍କ ନିର୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର ଝିଅଟା ବିଗିଡ଼ିଗଲା ୨୦୧୬ ମସିହା ବାହୁଡ଼ା ଯାତ୍ରା ସମୟରେ ମୁକ୍ତିଲାଭ କରିଥିଲା । ଏହି ସିନେମାର ମୁଖ୍ୟ ଭୂମିକାରେ ବାବୁଶାନ୍ ଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ନାୟିକା ଭାବରେ ଅଭିନୟ କରିଥିଲେ । ଗୀତଗୁଡ଼ିକ ସୂଚାରୁରୂପେ ସଜାଇବାର ଦାୟିତ୍ୱ ନେଇଥିଲେ ପ୍ରେମ ଆନନ୍ଦ ।[୧]
ଝିଅଟା ବିଗିଡ଼ି ଗଲା | |
---|---|
ନିର୍ଦ୍ଦେଶକ | ବିନି ପଟ୍ଟନାୟକ |
ପ୍ରଯୋଜକ | ଶଚିକାନ୍ତ ଜେନା |
ସଂଳାପ | (ସଂଳାପ): ଡଃ ରଜନୀରଞ୍ଜନ |
ଚିତ୍ରନାଟ୍ୟ | ଡଃ ରଜନୀରଞ୍ଜନ |
କାହାଣୀ | ଶଚିକାନ୍ତ ଜେନା |
କଳାକାର | ବାବୁଶାନ୍, ଏଲିନା ସାମନ୍ତରାୟ, ରୁଦ୍ର ପାଣିଗ୍ରାହୀ, ଜିନା, ମୀନକେତନ, ସଲିଲ ମିତ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ |
ମୁକ୍ତିଲାଭ ତାରିଖ | ୧୪ ଜୁଲାଇ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ଓଡ଼ିଆଚଳଚ୍ଚିତ୍ର ଝିଅଟା ବିଗିଡ଼ିଗଲାରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ[୨] :
- ବାବୁଶାନ୍
- ଏଲିନା ସାମନ୍ତରାୟ
- ରୁଦ୍ର ପାଣିଗ୍ରାହୀ
- ଜିନା
- ଇପ୍ସିତା
- ଲିନା
- ଦେବ୍
- ମିନକେତନ
- ଅସୀତ ପତି
- ସଲିଲ ମିତ୍ର
- ବିଜୟ ପଟ୍ଟନାୟକ
- ଅଶୋକ ମଲ୍ଲିକ
ବିନି ପଟ୍ଟନାୟକଙ୍କ ନିର୍ଦେଶିତ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରଟି ଏକ ଚୁଲବୁଲି ଝିଅର କାହାଣି ଉପରେ ଆଧାରିତ । ଏହାର ସୁଟିଂ ଭୁବନେଶ୍ୱରରେ ୨୦୧୬ ଫେବୃଆରୀ ୪ରୁ ଆରମ୍ଭ ହୋଇଥିଲା ।[୩]
ଗୀତ ଓ ସଙ୍ଗୀତ
ଏହି ଚଳଚ୍ଚିତ୍ରରେ ସର୍ବମୋଟ ଚାରୋଟି ଗୀତ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ ।
ଗୀତ | ରଚନା | କଣ୍ଠଦାନ |
---|---|---|
ତୁ ଚଗଲି | ||
ମିଠା ମିଠା | ||
ଝିଅଟା ବିଗିଡ଼ିଗଲା | ||
ଓ ବେବି |
ଆଧାର
- ↑ "Jhiata Bigidigala Odia movie of Babusan, Elina And Rudra, Jina". E News Odia. Retrieved 22 July 2016.
- ↑ "Odia Film Jhiata Bigidigala Cast Crew, Songs, Video, Wallpaper". Odia Web. Retrieved 22 July 2016.
- ↑ Sahu, Prithviraj. "Shooting begins for Odia movie Jhiata Bigidigala". Update Odisha. Retrieved 22 July 2016.