ପୁରାଣ
ଦେଖଣା
(Puranasରୁ ଲେଉଟି ଆସିଛି)
ପୁରାଣ ୩ପ୍ରକାର ଯଥା ୧. ମହାପୁରାଣ, ୨. ଉପପୁରାଣ ଓ ୩. ଅତିରିକ୍ତ ପୁରାଣ
ମହାପୁରାଣ
[ସମ୍ପାଦନା]ନାମ | ଶ୍ଲୋକ ସଂଖ୍ୟା | ପ୍ରଚାରକ ମୁନି | ପ୍ରଧାନ ବିଷୟ | - |
---|---|---|---|---|
ବ୍ରହ୍ମ | ୧୦,୦୦୦ | ବ୍ୟାସଶିଷ୍ୟ ଲୋମହର୍ଷଣ | ସୂର୍ଯ୍ୟଦେବ | |
ପଦ୍ମ | ୫୫,୦୦୦ | ଲୋମହର୍ଷଣ ସୁତ ଉଗ୍ରଗ୍ରୀବା | ସୃଷ୍ଟି ବର୍ଣ୍ଣନା | |
ବିଷ୍ଣୁ | ୨୩,୦୦୦ | ପରାଶର | ସୃଷ୍ଟିବୃତ୍ତାନ୍ତ ଓ ଇତିହାସ | |
ଶିବ (ବା ବାୟୁ) | ୨୪,୦୦୦ | ସୂତ | ମହାଦେବ | |
ଭାଗବତ | ୧୮,୦୦୦ | ଶୁକ | ବିଷ୍ଣୁ | |
ନାରଦୀୟ | ୨୫,୦୦୦ | ନାରଦ | ବିଷ୍ଣୁ | |
ମାର୍କଣ୍ଡେୟ | ୯,୦୦୦ | ମାର୍କଣ୍ଡେୟ | ଦୁର୍ଗା | |
ଅଗ୍ନି | ୧୫,୦୦୦ | ବ୍ୟାସଶିଷ୍ୟ ସୁତ | ଅବତାର ଓ ରାଜବଂଶାବଳୀ | |
ଭବିଷ୍ୟ | ୧୪,୫୦୦ | ବ୍ୟାସ | ଭବିଷ୍ୟତ ଘଟଣାବଳୀ | |
ବରାହ | ୨୪,୦୦୦ | ବ୍ୟାସ | ବରାହ ଅବତାର | |
ବ୍ରହ୍ମବୈବର୍ତ୍ତ | ୧୮,୦୦୦ | ସୁତ | ଶ୍ରୀକୃଷ୍ଣ | |
ଲିଙ୍ଗ | ୧୧,୦୦୦ | ସୁତ | ମହାଦେବ | |
ସ୍କନ୍ଧ | ୮୧,୧୦୦ | ବ୍ୟାସ | ମହାଦେବ | |
ବାମନ | ୧୦,୦୦୦ | ବ୍ୟାସଶିଷ୍ୟ ଲୋମହର୍ଷଣ | ତ୍ରିବର୍ଣ୍ଣ ଓ ବାମନ ଅବତାର | |
କୂର୍ମ | ୧୭,୦୦୦ | ବ୍ୟାସ | ଚତୁର୍ବର୍ଗ | |
ମତ୍ସ୍ୟ | ୧୪,୦୦୦ | ବ୍ୟାସ | ସୃଷ୍ଟି ବର୍ଣ୍ଣନ | |
ଗରୁଡ଼ | ୧୯,୦୦୦ | ବ୍ୟାସ | ଗରୁଡ଼ | |
ବ୍ରହ୍ମାଣ୍ଡ | ୧୨,୦୦୦ | ବ୍ୟାସ | ସୃଷ୍ଟିଠାରୁ ପ୍ରଳୟ ପର୍ଯ୍ୟନ୍ତ |
ଉପପୁରାଣ
[ସମ୍ପାଦନା]- ସନତ୍କୁମାର
- ନରସିଂହ
- ନାର
- ଶୈବଧର୍ମ
- ଦୁର୍ବାସା
- ନାରଦୀୟ
- କପିଳ
- ମାନବ
- ଔଶନସ
- ବ୍ରହ୍ମାଣ୍ଡ
- ବାରୁଣ
- କାଳିକା
- ମାହେଶ୍ୱର
- ଶାମ୍ବ
- ସୌର
- ପରାଶର
- ମାରୀଚ
- ଭାର୍ଗବ (ମତାନ୍ତରେ ଦେବୀ ଭାଗବତ)
ଅତିରିକ୍ତ ପୁରାଣ
[ସମ୍ପାଦନା]- ନନ୍ଦିକେଶ୍ୱର
- ଶୁକ୍ର
- ବଶିଷ୍ଠ
- ଭାଗୁରି
- ମନୁ
- ବାୟୁ
- ମାହେଶ
- କଳ୍କୀ
- ଶୈବ
- ଆଦିତ୍ୟ
- ଆଦି
- ଶମ୍ଭୁ
- ବିଶିଷ୍ଟ କୃତ ଲିଙ୍ଗ
- ବିଷ୍ଣୁ ଧର୍ମୋତ୍ତର୍
- ବୃହଦ୍ଧର୍ମ
- ଧର୍ମ
- ଗୌରୀ
- ନୀଳ
- ଗଣେଶ
- ଆତ୍ମ
- ବିଷ୍ଣୁକେଶରୀ
- ଭାଗବତଭୂଷଣ
- ଭାଗବତାମୃତ
- ଭାଗବତାମୃତସାର
- ମହାଭାଗବତ
- କାଳୀ
- ଦେବୀ
- ଭାସ୍ୱର
- ପୁରୁଷୋତ୍ତମପ୍ରସାଦ
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- The Puranas (bharatadesam.com)
Texts
[ସମ୍ପାଦନା]- Puranas in Devnagari, typed, PDF files Archived 2008-04-08 at the Wayback Machine.
- GRETIL (uni-goettingen.de)
ଅନୁବାଦ
[ସମ୍ପାଦନା]- Śrīmad-Bhāgavatam Archived 2008-07-19 at the Wayback Machine. Full text of the Bhāgavata Purāṇa, with the original Sanskrit, word-for-word meanings, translation, and commentary.
- The Vishnu Purana Full text of the H.H. Wilson translation at sacred-texts.com
Synopses
[ସମ୍ପାଦନା]- Contents of 18 Puranas and a list of Upapuranas (lesser Puranas) Archived 2012-07-17 at the Wayback Machine. (a Java applet)
- Extensive synopsis of several Maha Puranas Archived 2006-12-08 at the Wayback Machine.
- Synopsis of Puranas at Urday.com Archived 2006-05-12 at the Wayback Machine.
- Agni Purana - A synopsis
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |