Jump to content

ସୁକ ଭାଇର ସୋଲେ

ଉଇକିପିଡ଼ିଆ‌ରୁ
ସୁକ ଭାଇର ସୋଲେ
ନିର୍ଦ୍ଦେଶକସ୍ନେହାଶିଷ ଦାସ
ପ୍ରଯୋଜକକୌଶିକ ଦାସ
କାହାଣୀସ୍ନେହାଶିଷ ଦାସ
କଳାକାରସତ୍ୟ ରଞ୍ଜନ
ଅନୁଭା ସୌର୍ଯ୍ୟା
ସୁକାନ୍ତ ରଥ
ଚୌଧୁରୀ ଜୟପ୍ରକାଶ ଦାସ
ଧରିତ୍ରୀ ଖଣ୍ଡୁଆଳ
ସଙ୍ଗୀତଅଭିଜିତ ମିଶ୍ର
ଚିତ୍ରଗ୍ରହଣଶ୍ରୀକାନ୍ତ ପଟ୍ଟନାୟକ
ସମ୍ପାଦକସରୋଜ ରାଉଳ
ମୁକ୍ତିଲାଭ ତାରିଖ
୧୦ ଜୁନ ୨୦୨୩
କଥାଚିତ୍ରର ସମୟ
୯୬ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ସୁକ ଭାଇର ସୋଲେ ୨୦୨୩ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ ।[] ନିର୍ଦ୍ଦେଶକ ସ୍ନେହାଶିଷ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[] କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ଏହି କଥାଚିତରଟିର ସ୍ୱର ସଂଯୋଜନା କରିଥିଲେ ।

ସତ୍ୟ ରଞ୍ଜନ, ଅନୁଭା ସୌର୍ଯ୍ୟା, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଧରିତ୍ରୀ ଖଣ୍ଡୁଆଳ, ପ୍ରଣବ ପ୍ରସନ୍ନ ରଥ, ଶଶଧର ପ୍ରଧାନ, ଚୁନି, ସସ୍ମିତା, ମଧୁସୂଦନ ମିଶ୍ର, ତ୍ରିପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମିଶ୍ର ।

କ୍ରମଗୀତକବିଗାୟକସମୟ
1."କାହିଁକି ଏମିତି ହୁଏ"ସ୍ନେହାଶିଷ ଦାସଅଭିଜିତ ମିଶ୍ର୦୩:୩୦

ମୁକ୍ତିଲାଭ

[ସମ୍ପାଦନା]

ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୧୦ ତାରିଖରେ ଆଓ ନେକ୍ସଟ ଓଟିଟିରେ ମୁକ୍ତିଲାଭ କରିଥିଲା ।[] ଏହାକୁ ପରେ ବଙ୍ଗଳାରେ ଭାଷାରେ ଡବିଂ କରାଯାଇଥିଲା ।

  1. "ଆସୁଛି 'ଶୁକ ଭାଇର ସୋଲେ'". ପ୍ରମେୟ. No. ତାରକା ଦୁନିଆ. 7 June 2023. p. ୨୫. Archived from the original on 3 October 2023. Retrieved 3 October 2023.
  2. ୨.୦ ୨.୧ "ଶୁକ ଭାଇର ସୋଲେ". ଧରିତ୍ରୀ. No. ଭୁବନେଶ୍ୱର. 8 June 2023. p. ୨୧. Archived from the original on 3 October 2023. Retrieved 3 October 2023.

ବାହାର ଆଧାର

[ସମ୍ପାଦନା]