ସମାପାଜୁର ରଘୁ
ସମାପାଜୁର ରଘୁ | |
---|---|
ନିର୍ଦ୍ଦେଶକ | ଚିନ୍ମୟ ମିଶ୍ର |
ପ୍ରଯୋଜକ | ମନୋଜ ମିଶ୍ର |
ସଂଳାପ | ପ୍ରଣବ ରଥ |
ଚିତ୍ରନାଟ୍ୟ | ଚିନ୍ମୟ ମିଶ୍ର ମନୋଜ ମିଶ୍ର |
କାହାଣୀ | ଚିନ୍ମୟ ମିଶ୍ର ମନୋଜ ମିଶ୍ର |
କଳାକାର | ମନୋଜ ମିଶ୍ର ସୂର୍ଯ୍ୟମୟୀ ମହାପାତ୍ର ପାର୍ଥସାରଥୀ ରାୟ ଦେବଯାନୀ ରତନ ମେହେର |
ସଙ୍ଗୀତ | ସୁରୋଜ ପୁରୋହିତ ବିଭୂତି ଭୂଷଣ ଗଡ଼ନାୟକ |
ଚିତ୍ରଗ୍ରହଣ | ଦୀପକ କୁମାର |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୩୦ ଜାନୁଆରୀ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସମାପାଜୁର ରଘୁ, ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଅଭିନେତା ମନୋଜ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ପ୍ରଣବ ରଥ । ଚିନ୍ମୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମନୋଜ ମିଶ୍ର ଓ ସୂର୍ଯ୍ୟମୟୀ ମହାପାତ୍ର । ପାର୍ଥସାରଥୀ ରାୟ, ଦେବଯାନୀ ଦେଘୁରିଆ, ମମତା ନନ୍ଦ, ଆସ୍ଥା, ରତନ ମେହେର, ଆଞ୍ଜେଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୦ ମସିହାର ଜାନୁଆରୀ ୩୦ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
[ସମ୍ପାଦନା]- ମନୋଜ ମିଶ୍ର
- ସୂର୍ଯ୍ୟମୟୀ ମହାପାତ୍ର[୪]
- ପାର୍ଥସାରଥୀ ରାୟ
- ଦେବଯାନୀ ଦେଘୁରିଆ
- ମମତା ନନ୍ଦ
- ଆସ୍ଥା
- ରତନ ମେହେର
- ଆଞ୍ଜେଲ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁରୋଜ ପୁରୋହିତ ଓ ବିଭୂତି ଭୂଷଣ ଗଡ଼ନାୟକ । ବିନୋଦ ପସାୟତ, ସତ୍ୟ ରଞ୍ଜନ ବଳ, ସ୍ଥିତା ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅସୀତ ତ୍ରିପାଠୀ, ଅନନ୍ୟା ଶ୍ରୀତମ ନନ୍ଦ, ସର୍ବେଶ୍ୱର ଭୋଇ, ପଦ୍ମିନୀ ଦୋରା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ମୁଁ ଦେହ ହେଲେ ଜୀବନ ତୁ" | ସତ୍ୟ ରଞ୍ଜନ ବଳ | ଅସୀତ ତ୍ରିପାଠୀ, ଅନନ୍ୟା ଶ୍ରୀତମ ନନ୍ଦ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ BEHERA, PRAMOD (28 January 2022). "ଗାଁର ନିଛକ ପ୍ରେମକୁ ବାଣ୍ଟିବ 'ସମାପାଜୁର ରଘୁ'". OTV Khabar (in Odia). Archived from the original on 30 January 2022. Retrieved 30 January 2022.
{{cite news}}
: CS1 maint: unrecognized language (link) - ↑ "ଆଜି 'ସମାପାଜୁର ରଘୁ'ର ୱାର୍ଲ୍ଡ ଟେଲିଭିଜନ୍ ପ୍ରିମିୟର୍, ସନ୍ଧ୍ୟା ସାଢ଼େ ୬ଟାରେ ଦେଖି ପାରିବେ ଦର୍ଶକ". Prameya. କଟକ. 30 January 2022. Archived from the original on 30 January 2022. Retrieved 30 January 2022.
- ↑ "ସାଧାରଣତନ୍ତ୍ର ଦିବସରେ ମୋ ଉଚ୍ଚତାଠୁ ବଡ଼ ଟ୍ରଫି ପାଇଥିଲି: ସୂର୍ଯ୍ୟମୟୀ ମହାପାତ୍ର... - Dharitri". Dharitri Odia News. 23 January 2022. Archived from the original on 30 January 2022. Retrieved 30 January 2022.
- ↑ "Samaapajura Raghu". Odia Live (in English). 19 January 2022. Archived from the original on 22 January 2022. Retrieved 30 January 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସମାପାଜୁର ରଘୁ