ଭୁବନେଶ୍ୱର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
Appearance
ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ | |
---|---|
ସାଂସଦ : | ଅପରାଜିତା ଷଡ଼ଙ୍ଗୀ (ଭାଜପା) (୨୦୨୪) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୧୬,୯୯,୪୪୮ |
ଜିଲ୍ଲା: | ଖୋର୍ଦ୍ଧା(ଆଂଶିକ) |
ବିଧାନସଭା ମଣ୍ଡଳୀ: | ୭ |
ଭୁବନେଶ୍ୱର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ ।
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ, ବିଜୁ ଜନତା ଦଳ ପ୍ରାର୍ଥି ମନ୍ମଥ ରାଉତରାୟଙ୍କ ଠାରୁ ୩୫,୧୫୨ ଖଣ୍ଡ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି।
୨୦୦୮ ମସିହା ପୂର୍ବରୁ ଥିବା ବିଧାନ ସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା:
- ଭୁବନେଶ୍ୱର
- ଜଟଣି
- ଖୋର୍ଦ୍ଧା
- ବେଗୁନିଆ
- ନୟାଗଡ଼
- ଖଣ୍ଡପଡ଼ା
- ଦଶପଲ୍ଲା
ନିର୍ବାଚିତ ସାଂସଦଗଣ
[ସମ୍ପାଦନା]- ୨୦୨୪: ଅପରାଜିତା ଷଡ଼ଙ୍ଗୀ (ଭାରତୀୟ ଜନତା ପାର୍ଟି)[୧]
- ୨୦୧୯: ଅପରାଜିତା ଷଡ଼ଙ୍ଗୀ (ଭାରତୀୟ ଜନତା ପାର୍ଟି)[୨]
- ୨୦୧୪: ପ୍ରସନ୍ନ କୁମାର ପାଟ୍ଟଶାଣୀ (ବିଜୁ ଜନତା ଦଳ)
- ୨୦୦୯: ପ୍ରସନ୍ନ କୁମାର ପାଟ୍ଟଶାଣୀ (ବିଜୁ ଜନତା ଦଳ)
- ୨୦୦୪: ପ୍ରସନ୍ନ କୁମାର ପାଟ୍ଟଶାଣୀ (ବିଜୁ ଜନତା ଦଳ)
- ୧୯୯୯: ପ୍ରସନ୍ନ କୁମାର ପାଟ୍ଟଶାଣୀ (ବିଜୁ ଜନତା ଦଳ)
- ୧୯୯୮: ପ୍ରସନ୍ନ କୁମାର ପାଟ୍ଟଶାଣୀ (ବିଜୁ ଜନତା ଦଳ)
- ୧୯୯୬: ସୌମ୍ୟରଂଜନ ପଟ୍ଟନାୟକ (ଭାରତୀୟ ଜାତୀୟ କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "General Election 2019 - Election Commission of India". results.eci.gov.in. Retrieved 2019-06-14.
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-14.