ପ୍ରିୟାର ପ୍ରି-ୱେଡିଂ ଲଭ୍ଷ୍ଟୋରୀ
ପ୍ରିୟାର ପ୍ରି-ୱେଡିଂ ଲଭ୍ଷ୍ଟୋରୀ | |
---|---|
ନିର୍ଦ୍ଦେଶକ | ରାଜେନ୍ଦ୍ର ମହାନ୍ତ |
ପ୍ରଯୋଜକ | ସଞ୍ଜିବ ଦ୍ୱିବେଦୀ |
ସଂଳାପ | ଭରଦ୍ୱାଜ ପଣ୍ଡା |
ଚିତ୍ରନାଟ୍ୟ | ଭରଦ୍ୱାଜ ପଣ୍ଡା |
କାହାଣୀ | ଭରଦ୍ୱାଜ ପଣ୍ଡା |
କଳାକାର | ସମ୍ଭବ ମାନସିଂହ ଅଙ୍କିତ କୁମାର ତୃପ୍ତି ମିରାମ୍ବିକା ମହିମା ଦାଶ |
ସଙ୍ଗୀତ | ବିଭୂତି ଭୂଷଣ ଗଡ଼ନାୟକ |
ଚିତ୍ରଗ୍ରହଣ | ପ୍ରଦୀପ ନାୟକ |
ସମ୍ପାଦକ | ପିଣ୍ଟୁ ନାୟକ |
ମୁକ୍ତିଲାଭ ତାରିଖ | ୩୦ ଅପ୍ରେଲ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରିୟାର ପ୍ରି-ୱେଡିଂ ଲଭ୍ଷ୍ଟୋରୀ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜିବ ଦ୍ୱିବେଦୀ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜେନ୍ଦ୍ର ମହାନ୍ତ । ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ଭବ ମାନସିଂହ, ଅଙ୍କିତ କୁମାର ଓ ତୃପ୍ତି ମିରାମ୍ବିକା । ମହିମା ଦାଶ, ଆକାଶ ଓ ପ୍ରସନ୍ନଜିତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୩୦ ଅପ୍ରେଲ ୨୦୨୩ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ସମ୍ଭବ ମାନସିଂହ
- ଅଙ୍କିତ କୁମାର
- ତୃପ୍ତି ମିରାମ୍ବିକା
- ମହିମା ଦାଶ
- ଆକାଶ
- ପ୍ରସନ୍ନଜିତ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ । ନିର୍ମଳ ନାୟକ, ଦେବୀଦତ୍ତ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରିୟାର ପ୍ରି-ୱେଡିଂ ଲଭ୍ଷ୍ଟୋରୀ
- ତରଙ୍ଗ ପ୍ଲସ୍ରେ ପ୍ରିୟାର ପ୍ରି-ୱେଡିଂ ଲଭ୍ଷ୍ଟୋରୀ