ଛେନା ମାଣ୍ଡୁଆ
ଦେଖଣା
ଆରମ୍ଭ | |
---|---|
ମୂଳ ଜାଗା | ଓଡ଼ିଶା |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଛେନା, ଗହମ, ଘିଅ, ଚିନି |
ଛେନା ମାଣ୍ଡୁଆ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଶୁଖିଲା ଭୋଗ (ନୈବେଦ୍ୟ), ଯାହାକି ଛପନ ଭୋଗରୁ ଅନ୍ୟତମ ।[୧][୨][୩]
ଉପାଦାନ
[ସମ୍ପାଦନା]ଛେନା ମାଣ୍ଡୁଆ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ:[୪]
- ଛେନା - ୨ କପ୍
- ଗହମ ଅଟା - ୧ କପ୍
- ଅଳେଇଚ ଗୁଣ୍ଡ - ୧/୨ ଚାମଚ
- ଲବଙ୍ଗ ଗୁଣ୍ଡ - ୧/୨ ଚାମଚ
- ଖାଇବା କର୍ପୁର - ୧ ଚିମୁଟି
- ଗୁଣ୍ଡ ଚିନି - ୧ କପ୍
- ଭାଜିବା ପାଇଁ ଘିଅ
ଆଧାର
[ସମ୍ପାଦନା]- ↑ ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
- ↑ Bharat, E. T. V. (2023-09-07). "ଜନ୍ମାଷ୍ଟମୀରେ ଲାଗି ହୋଇଥାଏ ଛପନ ଭୋଗ, ଜାଣନ୍ତୁ ଏହା ପଛର ପୌରାଣିକ କଥାବସ୍ତୁ". ETV Bharat News. Retrieved 2024-07-15.
- ↑ Samantaray, Dillip Kumar (1 June 2006). "Offering Bhoga to Great Lord" (PDF). Orissa Review (June 2006): 14. Retrieved 15 July 2024.
- ↑ Acko, Team (2024-02-05). "Chhena Mandua". Acko General Insurance (in ଇଂରାଜୀ). Retrieved 2024-07-15.
ଉଇକିମିଡ଼ିଆ କମନ୍ସରେ ଛେନା ମାଣ୍ଡୁଆ
ବାବଦରେ ମାଧ୍ୟମ ରହିଛି ।