ଦି ଏଣ୍ଡ୍
ଦି ଏଣ୍ଡ୍ | |
---|---|
ନିର୍ଦ୍ଦେଶକ | ଟି. ଗଣେଶ |
ପ୍ରଯୋଜକ | ସତ୍ୟକାନ୍ତ ସାହୁ |
ସଂଳାପ | ଅଜୟ ସାମଲ |
ଚିତ୍ରନାଟ୍ୟ | ଟି. ଗଣେଶ |
କାହାଣୀ | ସତ୍ୟକାନ୍ତ ସାହୁ |
କଳାକାର | ଅଶ୍ୱୀନି ତ୍ରିପାଠୀ, ପ୍ରିତୀ, ମନୋଜ ମିଶ୍ର, ଇଲୁ ବାନାର୍ଜୀ |
ସଙ୍ଗୀତ | ଏସ୍. ଚନ୍ଦ୍ରକାନ୍ତ |
ଚିତ୍ରଗ୍ରହଣ | ପ୍ରିୟରଞ୍ଜନ ପରିଜା |
ମୁକ୍ତିଲାଭ ତାରିଖ | ୧୦ ଫେବୃଆରୀ ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦି ଏଣ୍ଡ୍ ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩] ଏହି ଚଳଚ୍ଚିତ୍ରଟି ଏକ ଭୂତକାହାଣୀ ପର୍ଯ୍ୟବସିତ ଚଳଚ୍ଚିତ୍ର ।[୪] [୫] ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଟି. ଗଣେଶ ଏବଂ ପ୍ରଯୋଜନା କରିଥିଲେ ସତ୍ୟକାନ୍ତ ସାହୁ ।[୬] ଅଶ୍ୱିନୀ ତ୍ରିପାଠୀ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଥିବାବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ପ୍ରିତୀ । ମନୋଜ ମିଶ୍ର ଏବଂ ଇଲୁ ବାନାର୍ଜୀ ପ୍ରମୁଖ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ।[୭]
ଅଭିନୟ
[ସମ୍ପାଦନା]ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:
- ଅଶ୍ୱୀନି ତ୍ରିପାଠୀ
- ପ୍ରିତୀ
- ମନୋଜ ମିଶ୍ର
- ଇଲୁ ବାନାର୍ଜୀ
- ବାବୁ
- ସୂରଜ ତ୍ରିପାଠୀ
- ରବି
- ମେଘା
- କବିତା
- ପୂଜା
- ଆର୍କେ
- ପ୍ରଶାନ୍ତ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ, ଜୟନ୍ତ ଦାସ, ଏନ୍. ଗରୁଦତ୍ତ, ଡ. ଶୁଭ କୁମାର, ବିଭୂତି ସ୍ୱାଇଁ ଓ ଦିବ୍ୟଲୋଚନ । ହ୍ୟୁମାନ ସାଗର, ପ୍ରିନସ୍, ଶ୍ରଦ୍ଧା, ଇପ୍ସିତା, ସଂଗ୍ରାମ, ବିଜୟ କୁମାର ଓ ପିଣ୍ଟୁ ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୮]
ଗୀତ
[ସମ୍ପାଦନା]ଗୀତ | ରଚନା | କଣ୍ଠଦାନ |
---|---|---|
ହାପି ହାପି ନ୍ୟୁ ଇଅର | ||
ଜାନୁରେ | ||
ଜୀବନର ଦୁଇ ଦିନ | ||
ଲଭ୍ ସେସନ୍ | ||
ନାଥ ନାଥ | ||
ତୁ ମୋ ମନର ମିତ |
ଆଧାର
[ସମ୍ପାଦନା]- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "The End Odia Film". OdiaLive.com. 8 November 2016. Retrieved 13 April 2017.
- ↑ "ଦି ଏଣ୍ଡ୍". Kanak News. 26 April 2016. Retrieved 13 April 2017.
- ↑ "The End- It Begins Here Upcoming Odia Movie of Aswin and Suraj Tripathy". E News ଓଡ଼ିଆ. 10 April 2016. Retrieved 13 April 2017.
- ↑ "The End". Odia Movie Database. Archived from the original on 17 April 2017. Retrieved 13 April 2017.
- ↑ "ଭିନ୍ନ ସ୍ୱାଦର ଚଳଚ୍ଚିତ୍ର 'ଦି ଏଣ୍ଡ୍'ର ଅଡିଓ ରିଲିଜ୍". ସମ୍ବାଦ. 9 March 2017. Archived from the original on 17 April 2017. Retrieved 13 April 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦି ଏଣ୍ଡ୍