ଦି ଏଣ୍ଡ୍

ଉଇକିପିଡ଼ିଆ‌ରୁ
(The Endରୁ ଲେଉଟି ଆସିଛି)
ଦି ଏଣ୍ଡ୍
ନିର୍ଦ୍ଦେଶକଟି. ଗଣେଶ
ପ୍ରଯୋଜକସତ୍ୟକାନ୍ତ ସାହୁ
ସଂଳାପଅଜୟ ସାମଲ
ଚିତ୍ରନାଟ୍ୟଟି. ଗଣେଶ
କାହାଣୀସତ୍ୟକାନ୍ତ ସାହୁ
କଳାକାରଅଶ୍ୱୀନି ତ୍ରିପାଠୀ, ପ୍ରିତୀ, ମନୋଜ ମିଶ୍ର, ଇଲୁ ବାନାର୍ଜୀ
ସଙ୍ଗୀତଏସ୍. ଚନ୍ଦ୍ରକାନ୍ତ
ଚିତ୍ରଗ୍ରହଣପ୍ରିୟରଞ୍ଜନ ପରିଜା
ମୁକ୍ତିଲାଭ ତାରିଖ
୧୦ ଫେବୃଆରୀ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଦି ଏଣ୍ଡ୍ ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩] ଏହି ଚଳଚ୍ଚିତ୍ରଟି ଏକ ଭୂତକାହାଣୀ ପର୍ଯ୍ୟବସିତ ଚଳଚ୍ଚିତ୍ର ।[୪] [୫] ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଟି. ଗଣେଶ ଏବଂ ପ୍ରଯୋଜନା କରିଥିଲେ ସତ୍ୟକାନ୍ତ ସାହୁ ।[୬] ଅଶ୍ୱିନୀ ତ୍ରିପାଠୀ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଥିବାବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ପ୍ରିତୀ । ମନୋଜ ମିଶ୍ର ଏବଂ ଇଲୁ ବାନାର୍ଜୀ ପ୍ରମୁଖ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ।[୭]

ଅଭିନୟ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:

  • ଅଶ୍ୱୀନି ତ୍ରିପାଠୀ
  • ପ୍ରିତୀ
  • ମନୋଜ ମିଶ୍ର
  • ଇଲୁ ବାନାର୍ଜୀ
  • ବାବୁ
  • ସୂରଜ ତ୍ରିପାଠୀ
  • ରବି
  • ମେଘା
  • କବିତା
  • ପୂଜା
  • ଆର୍‌କେ
  • ପ୍ରଶାନ୍ତ

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ, ଜୟନ୍ତ ଦାସ, ଏନ୍‌. ଗରୁଦତ୍ତ, ଡ. ଶୁଭ କୁମାର, ବିଭୂତି ସ୍ୱାଇଁ ଓ ଦିବ୍ୟଲୋଚନ । ହ୍ୟୁମାନ ସାଗର, ପ୍ରିନସ୍‌, ଶ୍ରଦ୍ଧା, ଇପ୍‌ସିତା, ସଂଗ୍ରାମ, ବିଜୟ କୁମାର ଓ ପିଣ୍ଟୁ ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୮]

ଗୀତ[ସମ୍ପାଦନା]

ଗୀତ ରଚନା କଣ୍ଠଦାନ
ହାପି ହାପି ନ୍ୟୁ ଇଅର
ଜାନୁରେ
ଜୀବନର ଦୁଇ ଦିନ
ଲଭ୍ ସେସନ୍
ନାଥ ନାଥ
ତୁ ମୋ ମନର ମିତ

ଆଧାର[ସମ୍ପାଦନା]

  1. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  2. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  3. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  4. "The End Odia Film". OdiaLive.com. 8 November 2016. Retrieved 13 April 2017.
  5. "ଦି ଏଣ୍ଡ୍". Kanak News. 26 April 2016. Retrieved 13 April 2017.
  6. "The End- It Begins Here Upcoming Odia Movie of Aswin and Suraj Tripathy". E News ଓଡ଼ିଆ. 10 April 2016. Retrieved 13 April 2017.
  7. "The End". Odia Movie Database. Archived from the original on 17 April 2017. Retrieved 13 April 2017.
  8. "ଭିନ୍ନ ସ୍ୱାଦର ଚଳଚ୍ଚିତ୍ର 'ଦି ଏଣ୍ଡ୍‌'ର ଅଡିଓ ରିଲିଜ୍‌". ସମ୍ବାଦ. 9 March 2017. Archived from the original on 17 April 2017. Retrieved 13 April 2017.

ବାହାର ଆଧାର[ସମ୍ପାଦନା]