ଓଏ ଗୀଟାର
ଦେଖଣା
(Oyee Guitarରୁ ଲେଉଟି ଆସିଛି)
ଓଏ ଗୀଟାର | |
---|---|
ନିର୍ଦ୍ଦେଶକ | ଅପ୍ପୁ କାନୁନ୍ଗୋ |
ପ୍ରଯୋଜକ | ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି |
ସଂଳାପ | ଅପ୍ପୁ କାନୁନ୍ଗୋ |
ଚିତ୍ରନାଟ୍ୟ | ଅପ୍ପୁ କାନୁନ୍ଗୋ |
କାହାଣୀ | ଅପ୍ପୁ କାନୁନ୍ଗୋ |
କଳାକାର | ଅମନ ଆହାନା ବରାଳ ଗୁଡ୍ଡୁ ଦେବୁ ପଟ୍ଟନାୟକ ଚୌଧୁରୀ ଜୟପ୍ରକାଶ ଦାସ ଜୀବନ ପଣ୍ଡା |
ସଙ୍ଗୀତ | ଅପ୍ପୁ କାନୁନ୍ଗୋ |
ଚିତ୍ରଗ୍ରହଣ | ଅଜିତ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୪ ଅପ୍ରେଲ ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଓଏ ଗୀଟାର, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବି. ଚନ୍ଦ୍ରଶେଖର ସୁବୁଦ୍ଧି ।[୧] ଅପ୍ପୁ କାନୁନ୍ଗୋ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିବା ସହିତ ଏହାର ନିର୍ଦ୍ଦେଶନା ଦେଇଥିଲେ ଏବଂ ସ୍ୱର ସଂଯୋଜନା କରିଥିଲେ ।[୨][୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମନ ଓ ଆହାନା ବରାଳ । ଗୁଡ୍ଡୁ, ଦେବୁ ପଟ୍ଟନାୟକ, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ଆର୍.ଜେ. ଗୁଡ୍ଡି, ନମିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୧ ମସିହାର ଅପ୍ରେଲ ୧୪ ତାରିଖରେ ପଣାସଂକ୍ରାନ୍ତି ଅବସରରେ ଓଡ଼ିଶା ବିଭିନ୍ନ ସହରରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ଅମନ - ଦ୍ରୁପଦ
- ଆହାନା ବରାଳ - ସଙ୍ଗୀତା
- ଗୁଡ୍ଡୁ
- ଦେବୁ ପଟ୍ଟନାୟକ
- ଜୀବନ ପଣ୍ଡା
- ଚୌଧୁରୀ ଜୟପ୍ରକାଶ ଦାସ
- ଆର୍.ଜେ. ଗୁଡ୍ଡି
- ନମିତା ଦାସ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅପ୍ପୁ କାନୁନ୍ଗୋ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଓଏ ଗୀଟାର୍ ଦିଲ୍ ବେକରାର୍" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Oyee Guitar Movie: Showtimes, Review, Trailer, Posters, News & Videos | eTimes, retrieved 2021-12-17
- ↑ "Oyee Guitar Odia Movie Cast, Crews, Release Date, Poster, HD Videos, Info, Reviews". Odia360.Com (in ଆମେରିକୀୟ ଇଂରାଜୀ). 8 May 2021. Archived from the original on 17 December 2021. Retrieved 17 December 2021.
- ↑ "୩୦ ହଲ୍ରେ ମୁକ୍ତିଲାଭ କରୁଛି 'ମାମା ୱେଡସ୍ ପାପା'". ପ୍ରମେୟ. ଭୁବନେଶ୍ୱର. 17 February 2023. p. ୨୦. Archived from the original on 17 February 2023. Retrieved 17 February 2023.
- ↑ "Ollywood Movie 'Oyee Guitar' Hits Odisha Theatres". Odisha Bytes (in English). Bhubaneswar. 14 April 2021. Archived from the original on 17 December 2021. Retrieved 17 December 2021.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଓଏ ଗୀଟାର