ମୁଁ ଗାନ୍ଧୀ ନୁହେଁ

ଉଇକିପିଡ଼ିଆ‌ରୁ
(Mun Gandhi Nuhenରୁ ଲେଉଟି ଆସିଛି)
ମୁଁ ଗାନ୍ଧୀ ନୁହେଁ
ନିର୍ଦ୍ଦେଶକସୁରଜ ମିଶ୍ର
ପ୍ରଯୋଜକସୁରଜ ମିଶ୍ର
କାହାଣୀସୁରଜ ମିଶ୍ର
କଳାକାରକରଣ ସିଂହ ରାୟ, କ୍ରିଷ୍ଣା, ରବି ମିଶ୍ର, ଭାବନା କର, ଦୀକ୍ଷା, ମନୋଜ ପଣ୍ଡା, ମୁନମୁନ୍, ଜୟୀରାମ ସାମଲ, ଦେବଶ୍ରୀ, ଆଶିଷ
ସଙ୍ଗୀତପବିତ୍ର ପଟ୍ଟନାୟକ
ଚିତ୍ରଗ୍ରହଣସଞ୍ଜୟ ପ୍ରଧାନ
ମୁକ୍ତିଲାଭ ତାରିଖ
୨୯ ଜୁଲାଇ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ମୁଁ ଗାନ୍ଧୀ ନୁହେଁ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜକ ସୁରଜ ମିଶ୍ର ଏହାର କାହାଣୀ ଲେଖିଥିବାବେଳେ ନିଜେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ ଏହି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ଏବଂ ପ୍ରବୀର କୁମାର ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ।[୨] ୨୯ ଜୁଲାଇ ୨୦୧୬ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୩]

ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ କ୍ରୀଷ୍ଣା ଏବଂ କରଣ ସିଂହ ରାୟ । ଏହି ଦୁଇ ନାୟକଙ୍କ ସ‌ହ ଦୁଇ ନବାଗତା ନାୟିକା ଦୀକ୍ଷା ଏବଂ ଭାବନା କର ମଧ୍ୟ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[୪] ଏମାନଙ୍କ ବ୍ୟତୀତ ପୁରୁଖା ଅଭିନେତା ଅଶ୍ରୁମୋଚନ ମହାନ୍ତି, ରବି ମିଶ୍ର, ଜୟୀରାମ ସାମଲ ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପବିତ୍ର ପଟ୍ଟନାୟକ ଏବଂ ଗୀତରଚନା କରିଥିଲେ ପ୍ରବୀର କୁମାର ।[୭] ଶୈଳଭାମା, ସୌରଭ ନାୟକ, କୁମାର ବାପି, ତପୁ ମିଶ୍ର, ନାଜିଆ ଆଲମ୍, ହ୍ୟୁମାନ ସାଗର, ନଭ୍ୟା ଆଦି କଣ୍ଠଶିଳ୍ପୀଗଣ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

All lyrics written by ପ୍ରବୀର କୁମାର.

କ୍ରମଗୀତଗାୟକସମୟ
1."ତୁ ଗାନ୍ଧୀ ହବୁ"ଶୈଳଭାମା, ସୌରଭ ନାୟକ୦୪:୦୩
2."ଏମିତି ଆଜି ମନ"ନାଜିଆ ଆଲମ୍୦୫:୨୮
3."ଏଇ କେମିତି ଋତୁ ଲେଉଟି ଆସିଲା"କୁମାର ବାପି, ତପୁ ମିଶ୍ର୦୪:୨୯
4."ତୋତେ ମୁଁ ଭଲ ପାଏ"କୁମାର ବାପି, ତପୁ ମିଶ୍ର୦୪:୩୫
5."ତୋ ଆଖି ମୋ ଆଖି"ହ୍ୟୁମାନ ସାଗର୦୪:୧୬
6."ଯବାନୀରେ ଝୁଙ୍କ ଲାଗିଲା"ନଭ୍ୟା୦୩:୪୯

ଆଧାର[ସମ୍ପାଦନା]

  1. "ଓଲିଉଡ୍‌ ପାଇଁ ଏସବୁ ଛବି ଥିଲା ଆକସ୍ମିକ". ସମ୍ବାଦ. 23 December 2016. Archived from the original on 27 July 2017. Retrieved 24 July 2017.
  2. "Mun Gandhi Nuhen". Odia Movie Database. Archived from the original on 20 July 2017. Retrieved 24 July 2017.
  3. ୩.୦ ୩.୧ "ପରଦାକୁ ଆସିଲା ନୂଆ ଓଡ଼ିଆ ଫିଲ୍ମ 'ମୁଁ ଗାନ୍ଧୀ ନୁହେଁ'". Odisha Reporters. 29 July 2016. Retrieved 24 July 2017.
  4. "ଷୋହଳର ଛାପ : ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ଓଲିଉଡ୍‌ରେ କ୍ୟାରିଅର୍‌ର ଶୁଭାରମ୍ଭ କରିଛନ୍ତି". ସମ୍ବାଦ. 30 December 2016. Archived from the original on 27 July 2017. Retrieved 24 July 2017.
  5. "ଏହି ଓଲିଉଡ ନାୟକଙ୍କ ନୂଆ ନାୟିକା ହେଲେ ତାନ୍ୟା , ଜାଣନ୍ତୁ କେଉଁ ସିନେମାରେ ଆସୁଛନ୍ତି ଏହି ଯୋଡ଼ି". sambad.in. 8 June 2018. Retrieved 10 June 2018.
  6. "Ollywood Actor Krishna's Upcoming Flick Jibanara Chala Pathe - EnewsOdia.Com". enewsodia.com. E News ଓଡ଼ିଆ. 24 April 2017. Retrieved 28 December 2018.
  7. ସମାଜ (ରବିବାର) (in Odia). Odisha. 30 September 2018. p. 8 http://www.webcitation.org/72tXDGb9i. Archived from the original on 3 October 2018. Retrieved 3 October 2018. {{cite news}}: Missing or empty |title= (help)CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]