ମୁଁ ଗାନ୍ଧୀ ନୁହେଁ
ମୁଁ ଗାନ୍ଧୀ ନୁହେଁ | |
---|---|
ନିର୍ଦ୍ଦେଶକ | ସୁରଜ ମିଶ୍ର |
ପ୍ରଯୋଜକ | ସୁରଜ ମିଶ୍ର |
କାହାଣୀ | ସୁରଜ ମିଶ୍ର |
କଳାକାର | କରଣ ସିଂହ ରାୟ, କ୍ରିଷ୍ଣା, ରବି ମିଶ୍ର, ଭାବନା କର, ଦୀକ୍ଷା, ମନୋଜ ପଣ୍ଡା, ମୁନମୁନ୍, ଜୟୀରାମ ସାମଲ, ଦେବଶ୍ରୀ, ଆଶିଷ |
ସଙ୍ଗୀତ | ପବିତ୍ର ପଟ୍ଟନାୟକ |
ଚିତ୍ରଗ୍ରହଣ | ସଞ୍ଜୟ ପ୍ରଧାନ |
ମୁକ୍ତିଲାଭ ତାରିଖ | ୨୯ ଜୁଲାଇ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୁଁ ଗାନ୍ଧୀ ନୁହେଁ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜକ ସୁରଜ ମିଶ୍ର ଏହାର କାହାଣୀ ଲେଖିଥିବାବେଳେ ନିଜେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ ଏହି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ଏବଂ ପ୍ରବୀର କୁମାର ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ।[୨] ୨୯ ଜୁଲାଇ ୨୦୧୬ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୩]
ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ କ୍ରୀଷ୍ଣା ଏବଂ କରଣ ସିଂହ ରାୟ । ଏହି ଦୁଇ ନାୟକଙ୍କ ସହ ଦୁଇ ନବାଗତା ନାୟିକା ଦୀକ୍ଷା ଏବଂ ଭାବନା କର ମଧ୍ୟ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[୪] ଏମାନଙ୍କ ବ୍ୟତୀତ ପୁରୁଖା ଅଭିନେତା ଅଶ୍ରୁମୋଚନ ମହାନ୍ତି, ରବି ମିଶ୍ର, ଜୟୀରାମ ସାମଲ ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- କରଣ ସିଂହ ରାୟ[୫]
- କ୍ରିଷ୍ଣା[୬]
- ରବି ମିଶ୍ର
- ଭାବନା କର
- ପୂଜା
- ଦୀକ୍ଷା
- ମନୋଜ ପଣ୍ଡା
- ମୁନମୁନ୍
- ଜୟୀରାମ ସାମଲ
- ଦେବଶ୍ରୀ
- ଆଶିଷ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପବିତ୍ର ପଟ୍ଟନାୟକ ଏବଂ ଗୀତରଚନା କରିଥିଲେ ପ୍ରବୀର କୁମାର ।[୭] ଶୈଳଭାମା, ସୌରଭ ନାୟକ, କୁମାର ବାପି, ତପୁ ମିଶ୍ର, ନାଜିଆ ଆଲମ୍, ହ୍ୟୁମାନ ସାଗର, ନଭ୍ୟା ଆଦି କଣ୍ଠଶିଳ୍ପୀଗଣ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]All lyrics written by ପ୍ରବୀର କୁମାର.
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ତୁ ଗାନ୍ଧୀ ହବୁ" | ଶୈଳଭାମା, ସୌରଭ ନାୟକ | ୦୪:୦୩ |
2. | "ଏମିତି ଆଜି ମନ" | ନାଜିଆ ଆଲମ୍ | ୦୫:୨୮ |
3. | "ଏଇ କେମିତି ଋତୁ ଲେଉଟି ଆସିଲା" | କୁମାର ବାପି, ତପୁ ମିଶ୍ର | ୦୪:୨୯ |
4. | "ତୋତେ ମୁଁ ଭଲ ପାଏ" | କୁମାର ବାପି, ତପୁ ମିଶ୍ର | ୦୪:୩୫ |
5. | "ତୋ ଆଖି ମୋ ଆଖି" | ହ୍ୟୁମାନ ସାଗର | ୦୪:୧୬ |
6. | "ଯବାନୀରେ ଝୁଙ୍କ ଲାଗିଲା" | ନଭ୍ୟା | ୦୩:୪୯ |
ଆଧାର
[ସମ୍ପାଦନା]- ↑ "ଓଲିଉଡ୍ ପାଇଁ ଏସବୁ ଛବି ଥିଲା ଆକସ୍ମିକ". ସମ୍ବାଦ. 23 December 2016. Archived from the original on 27 July 2017. Retrieved 24 July 2017.
- ↑ "Mun Gandhi Nuhen". Odia Movie Database. Archived from the original on 20 July 2017. Retrieved 24 July 2017.
- ↑ ୩.୦ ୩.୧ "ପରଦାକୁ ଆସିଲା ନୂଆ ଓଡ଼ିଆ ଫିଲ୍ମ 'ମୁଁ ଗାନ୍ଧୀ ନୁହେଁ'". Odisha Reporters. 29 July 2016. Retrieved 24 July 2017.
- ↑ "ଷୋହଳର ଛାପ : ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ଓଲିଉଡ୍ରେ କ୍ୟାରିଅର୍ର ଶୁଭାରମ୍ଭ କରିଛନ୍ତି". ସମ୍ବାଦ. 30 December 2016. Archived from the original on 27 July 2017. Retrieved 24 July 2017.
- ↑ "ଏହି ଓଲିଉଡ ନାୟକଙ୍କ ନୂଆ ନାୟିକା ହେଲେ ତାନ୍ୟା , ଜାଣନ୍ତୁ କେଉଁ ସିନେମାରେ ଆସୁଛନ୍ତି ଏହି ଯୋଡ଼ି". sambad.in. 8 June 2018. Retrieved 10 June 2018.
- ↑ "Ollywood Actor Krishna's Upcoming Flick Jibanara Chala Pathe - EnewsOdia.Com". enewsodia.com. E News ଓଡ଼ିଆ. 24 April 2017. Retrieved 28 December 2018.
- ↑ ସମାଜ (ରବିବାର) (in Odia). Odisha. 30 September 2018. p. 8 http://www.webcitation.org/72tXDGb9i. Archived from the original on 3 October 2018. Retrieved 3 October 2018.
{{cite news}}
: Missing or empty|title=
(help)CS1 maint: unrecognized language (link)