ମୋ ଦିଲ୍ ତୋ ଦିୱାନା
ଦେଖଣା
(Mo Dil To Diwanaରୁ ଲେଉଟି ଆସିଛି)
| ମୋ ଦିଲ୍ ତୋ ଦିୱାନା | |
|---|---|
| ନିର୍ଦ୍ଦେଶକ | ଅଳକା ନନ୍ଦ |
| ପ୍ରଯୋଜକ | ଅରୂପ ନନ୍ଦ |
| ସଂଳାପ | ଅଳକା ନନ୍ଦ |
| ଚିତ୍ରନାଟ୍ୟ | ଅଳକା ନନ୍ଦ |
| କାହାଣୀ | ଅଳକା ନନ୍ଦ |
| କଳାକାର | ଶୁଭେନ୍ଦୁ, କାଜଲ, ଅଶ୍ରୁମୋଚନ ମହାନ୍ତି, ରାଜ୍, ବଂଶୁରୀ |
| ସଙ୍ଗୀତ | ମିନା ନନ୍ଦ |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୩[୧] |
| ଦେଶ | |
| ଭାଷା | ଓଡ଼ିଆ |
ମୋ ଦିଲ୍ ତୋ ଦିୱାନା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରୂପ ନନ୍ଦ । ଅଳକା ନନ୍ଦ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ମିନା ନନ୍ଦ ଏହି କଥାଚିତ୍ରଟିରେ ସ୍ୱର ସଂଯୋଜନା କରିଥିଲେ ।
ଏହିକଥାଚିତ୍ରଟିରେ ଅଭିନୟ କରିଥିବା କଳାକାରମାନେ ହେଲେ ଶୁଭେନ୍ଦୁ, କାଜଲ, ରାଜ୍, ଅଶ୍ରୁମୋଚନ ମହାନ୍ତି, ବଂଶୁରୀ ।[୨]
ଅଭିନୟ
[ସମ୍ପାଦନା]- ଶୁଭେନ୍ଦୁ
- କାଜଲ
- ଅଶ୍ରୁମୋଚନ ମହାନ୍ତି
- ରାଜ୍
- ବଂଶୁରୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମିନା ନନ୍ଦ ।[୧][୩]
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ମୋ ଦିଲ୍ ତୋ ଦିୱାନା" | |
| 2. | "ତୋ ଗଳିରେ" | |
| 3. | "ତୋତେ କହିବି ନାହିଁ" | |
| 4. | "ପ୍ରେମ କଥା" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Mo Dil To Diwana Videos". Incredible Orissa. 2 January 2013. Archived from the original on 9 October 2017. Retrieved 6 October 2017.
- ↑ "Mo Dil To Diwana". Odiahits.com. Archived from the original on 6 October 2017. Retrieved 6 October 2017.
- ↑ "New Year bodes well for Ollywood". Times Of India. 3 January 2013. Retrieved 6 October 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୋ ଦିଲ୍ ତୋ ଦିୱାନା