ଗୁଡାରି
ଦେଖଣା
(Gudariରୁ ଲେଉଟି ଆସିଛି)
ଗୁଡାରି | |
|---|---|
ସହର | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ରାୟଗଡ଼ା |
| Elevation | 125 m (410 ft) |
| Population (2011) | |
| • Total | ୬,୯୩୧ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+5:30 (IST) |
ଗୁଡାରି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ସହର । ଏହି ସହର ରାୟଗଡ଼ା ଜିଲ୍ଲାର ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ପରିଗଣିତ ।
ଭୂଗୋଳ
[ସମ୍ପାଦନା]ଗୁଡାରିର ଭୌଗୋଳିକ ଅବସ୍ଥିତି ହେଉଛି 19°21′N 83°47′E / 19.35°N 83.78°E.[୧] ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା 125 ମିଟର(410 ଫୁଟ) । ଏହାର ନିକଟତମ ରେଳ ଷ୍ଟେସନ ଗୁଣପୁର ।
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ୬୯୩୧ । ତନ୍ମଧ୍ୟରୁ ପୁରୁଷ ୩୪୭୯ ଏବଂ ମହିଳା ହେଉଛନ୍ତି ୩୪୫୨ ।[୨]
ଇତିହାସ
[ସମ୍ପାଦନା]ପୂର୍ବେ ଖିମିଡି (ଖେମୁଣ୍ଡି) ରାଜ୍ୟର ରାଜଧାନୀ ଗୁଡାରି କଟକ (ଗୁଡାରି)ଠାରେ ଅବସ୍ଥିତ ଥିଲା ।[୩]
ପର୍ଯ୍ୟଟନ
[ସମ୍ପାଦନା]ଏହି ସହର ମାଁ ମାଣିକେଶ୍ୱରୀ ମନ୍ଦିର ପାଇଁ ଜଣାଶୁଣା । ସହରଠାରୁ ପ୍ରାୟ ୨୫ କି.ମି ଦୂରରେ ଅବସ୍ଥିତ ମୀନଝୋଲା ଏକ ପର୍ଯ୍ୟଟନସ୍ଥଳୀ ।
ଆଧାର
[ସମ୍ପାଦନା]- ↑ Falling Rain Genomics, Inc - Gudari
- ↑ "Gudari Population Census 2011". Retrieved 21 July 2015.
- ↑ Mohanty, Gopinath; et al. Cultural heritage of [Orissa], Volume 4. State Level Byasakabi Fakiramohan Smruti Samsada. p. 22.
ବାହାର ତଥ୍ୟ
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |