ସନ୍ତରାଗଡ଼ିଆ

ଉଇକିପିଡ଼ିଆ ରୁ
Jump to navigation Jump to search
ସନ୍ତରାଗଡ଼ିଆ
ଗାଁ
ସନ୍ତରାଗଡ଼ିଆ is located in ଓଡ଼ିଶା
ସନ୍ତରାଗଡ଼ିଆ
ସନ୍ତରାଗଡ଼ିଆ
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 21°22′45″N 86°43′03″E / 21.379277°N 86.717577°E / 21.379277; 86.717577Coordinates: 21°22′45″N 86°43′03″E / 21.379277°N 86.717577°E / 21.379277; 86.717577
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର
ପଞ୍ଚାୟତ ସମିତିଔପଦା
ଗ୍ରାମ ପଞ୍ଚାୟତଶ୍ୟାମସୁନ୍ଦରପୁର
ତହସିଲନୀଳଗିରି
IST (+୫.୩୦)
ପିନ କୋଡ଼୭୫୬୦୪୨[୧]
Area code(s)+୦୬୭୮୨

ସନ୍ତରାଗଡ଼ିଆ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଓଉପଦା ବ୍ଲକ ଅନ୍ତର୍ଗତ ଏକ ଗାଆଁ ଅଟେ । ଏହି ଗାଆଁଟି ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ବାଲେଶ୍ୱର ଠାରୁ ୩୦ କି.ମି. ଦୂରରେ ଓ ଉପଖଣ୍ଡ ନୀଳଗିରି ଠାରୁ ୧୧ କି.ମି. ଦୁରରେ ଅବସ୍ଥିତ ।

ଶିକ୍ଷା[ସମ୍ପାଦନା]

ଏହି ଗାଁ ମୁଣ୍ଡରେ ଗୋଟିଏ ଶିଶୁ ମନ୍ଦିର, ସରକାରୀ ପ୍ରାଥମିକ, ଏକ ମଧ୍ୟ ଇଂରାଜୀ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ରହିଛି ।

ସଂସ୍କୃତି[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିରଟିଏ ରହିଛି । ଏଠାରେ ପ୍ରତିବର୍ଷ ଜାଗରରେ ମେଳା ଅନୁଷ୍ଠିତ ହୋଇଥାଏ ।

ପର୍ଯ୍ୟଟନ[ସମ୍ପାଦନା]

୫ କିମି ଦୂରରେ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଓ ୧୧ କିମି ଦୂରରେ ନୀଳଗିରି ଜଗନ୍ନାଥ ମନ୍ଦିର ରହିଛି । ୨ କିମି ଦୂରରେ ବିଶେଶ୍ୱର ମନ୍ଦିର ରହିଛି ।

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]