ଶ୍ରୀ ଶ୍ରୀ ପତିତପାବନ

ଉଇକିପିଡ଼ିଆ‌ରୁ
ଶ୍ରୀ ଶ୍ରୀ ପତିତପାବନ
ନିର୍ଦ୍ଦେଶକସୁକୁମାର ଗାଙ୍ଗୁଲୀ
କାହାଣୀପଣ୍ଡିତ ଭୋଳାନାଥ
କଳାକାରଲକ୍ଷ୍ମୀପ୍ରିୟା ମହାପାତ୍ର, ରାଧାମଣୀ ମହାପାତ୍ର, ଶ୍ୟାମସୁନ୍ଦର
ସଙ୍ଗୀତନବ କୁମାର ମିଶ୍ର, ରଘୁନାଥ ପାଣିଗ୍ରାହୀ, ରାଧାମଣି ମହାପାତ୍ର
ଚିତ୍ରଗ୍ରହଣସୁକୁମାର ଗାଙ୍ଗୁଲୀ
ମୁକ୍ତିଲାଭ ତାରିଖ
୧୯୬୩
ଦେଶଭାରତ
ଭାଷାଓଡ଼ିଆ

ଶ୍ରୀ ଶ୍ରୀ ପତିତପାବନ ୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆକଥାଚିତ୍ର । ଏହା ସୁକୁମାର ଗାଙ୍ଗୁଲୀଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । ହରିହର ମିଶ୍ର ଏହି କଥାଚିତ୍ରରେ ଗୀତ ଓ ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନବ କୁମାର ମିଶ୍ର, ରଘୁନାଥ ପାଣିଗ୍ରାହୀ ଓ ରାଧାମଣି ମହାପାତ୍ର ।[୧]

ଅଭିନୟରେ[ସମ୍ପାଦନା]

ଓଡ଼ିଆକଥାଚିତ୍ର ‘ଶ୍ରୀ ଶ୍ରୀ ପତିତପାବନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. "ଶ୍ରୀ ଶ୍ରୀ ପତିତପାବନ". ନଜର୍ (ନିତିଦିନ). Retrieved 25 September 2016.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]