ଶ୍ରୀ ଶ୍ରୀ ପତିତପାବନ
ଦେଖଣା
ଶ୍ରୀ ଶ୍ରୀ ପତିତପାବନ | |
---|---|
ନିର୍ଦ୍ଦେଶକ | ସୁକୁମାର ଗାଙ୍ଗୁଲୀ |
କାହାଣୀ | ପଣ୍ଡିତ ଭୋଳାନାଥ |
କଳାକାର | ଲକ୍ଷ୍ମୀପ୍ରିୟା ମହାପାତ୍ର, ରାଧାମଣୀ ମହାପାତ୍ର, ଶ୍ୟାମସୁନ୍ଦର |
ସଙ୍ଗୀତ | ନବ କୁମାର ମିଶ୍ର, ରଘୁନାଥ ପାଣିଗ୍ରାହୀ, ରାଧାମଣି ମହାପାତ୍ର |
ଚିତ୍ରଗ୍ରହଣ | ସୁକୁମାର ଗାଙ୍ଗୁଲୀ |
ମୁକ୍ତିଲାଭ ତାରିଖ | ୧୯୬୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଶ୍ରୀ ଶ୍ରୀ ପତିତପାବନ ୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆକଥାଚିତ୍ର । ଏହା ସୁକୁମାର ଗାଙ୍ଗୁଲୀଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । ହରିହର ମିଶ୍ର ଏହି କଥାଚିତ୍ରରେ ଗୀତ ଓ ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନବ କୁମାର ମିଶ୍ର, ରଘୁନାଥ ପାଣିଗ୍ରାହୀ ଓ ରାଧାମଣି ମହାପାତ୍ର ।[୧]
ଅଭିନୟରେ
[ସମ୍ପାଦନା]ଓଡ଼ିଆକଥାଚିତ୍ର ‘ଶ୍ରୀ ଶ୍ରୀ ପତିତପାବନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଲକ୍ଷ୍ମୀପ୍ରିୟା ମହାପାତ୍ର
- ରାଧାମଣୀ ମହାପାତ୍ର
- ଶ୍ୟାମସୁନ୍ଦର
- ନରସିଂହ ନନ୍ଦଶର୍ମା
ଆଧାର
[ସମ୍ପାଦନା]- ↑ "ଶ୍ରୀ ଶ୍ରୀ ପତିତପାବନ". ନଜର୍ (ନିତିଦିନ). Retrieved 25 September 2016.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀ ଶ୍ରୀ ପତିତପାବନ