Jump to content

ରାଧାବଲ୍ଲଭ

ଉଇକିପିଡ଼ିଆ‌ରୁ
ରାଧାବଲ୍ଲଭ
ଆରମ୍ଭ
ଅଲଗା ନାଆଁରାଧା ବଲ୍ଲଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଅଟା, ଲୁଣ, ଘିଅ

ରାଧାବଲ୍ଲଭ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଶୁଖିଲା ଭୋଗ (ନୈବେଦ୍ୟ), ଯାହାକି ଛପନ ଭୋଗରୁ ଅନ୍ୟତମ ।[][] ଖୁରୁମା ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ; ଲୁଣି ଖୁରୁମା ଓ ମିଠା ଖୁରୁମା ।[]

ଉପାଦାନ

[ସମ୍ପାଦନା]

ରାଧାବଲ୍ଲଭ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ:[]

  • ଅଟା
  • ଲୁଣ
  • ଘିଅ
  • କୋଳଥ ଡାଲି
  • ଅଦା
  • ଚିନି
  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
  2. Bharat, E. T. V. (2023-09-07). "ଜନ୍ମାଷ୍ଟମୀରେ ଲାଗି ହୋଇଥାଏ ଛପନ ଭୋଗ, ଜାଣନ୍ତୁ ଏହା ପଛର ପୌରାଣିକ କଥାବସ୍ତୁ". ETV Bharat News. Retrieved 2024-07-15.
  3. Samantaray, Dillip Kumar (1 June 2006). "Offering Bhoga to Great Lord" (PDF). Orissa Review (June 2006): 14. Retrieved 15 July 2024.
  4. "Radha ballavi Recipe by The Epicurean Feast". Cookpad (in Indian English). 2020-04-22. Retrieved 2024-07-18.