ରାଜା ରାଣୀ
ଦେଖଣା
| ରାଜା ରାଣୀ | |
|---|---|
| ନିର୍ଦ୍ଦେଶକ | ଶିଶିର ମୋହନ ପତି |
| ପ୍ରଯୋଜକ | ଅମିୟ ରଞ୍ଜନ ପଟ୍ଟନାୟକ[୧] |
| କଳାକାର | ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଜୟୀରାମ ସାମଲ |
| ସଙ୍ଗୀତ | ସ୍ୱରୂପ ନାୟକ |
ମୁକ୍ତିଲାଭ ତାରିଖ | ୧୯୮୯ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ଶିଶିର ମୋହନ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ରାଜା ରାଣୀ [୨] ୧୯୮୯ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ରାଜା ରାଣୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]- ↑ "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ରାଜା ରାଣୀ