ଅଂଶୁମାନ ମହାନ୍ତି

ଉଇକିପିଡ଼ିଆ‌ରୁ
ଅଂଶୁମାନ ମହାନ୍ତି
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀଅଲେଖ କୁମାର ଜେନା
ପର ଅଧିକାରୀଧ୍ରୁବ ଚରଣ ସାହୁ
ନିର୍ବାଚନ ମଣ୍ଡଳୀରାଜନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1982-11-07) ୭ ନଭେମ୍ବର ୧୯୮୨ (ବୟସ ୪୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉନଳିନୀକାନ୍ତ ମହାନ୍ତି (ବାପା)
ଜ୍ୟୋତ୍ସ୍ନା ମହାନ୍ତି (ମାଆ)
ବୃତ୍ତିରାଜନୀତିଜ୍ଞ

ଅଂଶୁମାନ ମହାନ୍ତି (ଜନ୍ମ: ୭ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଅଂଶୁମାନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅଂଶୁମାନ ମହାନ୍ତି ୧୯୮୨ ମସିହାର ନଭେମ୍ବର ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନଳିନୀକାନ୍ତ ମହାନ୍ତି ଜଣେ ରାଜନୀତିଜ୍ଞ ଥିଲେ, ଯିଏକି ଓଡ଼ିଶା ବିଧାନ ସଭାରେ ୭ ଥର ବିଧାୟକ ଭାବରେ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଅଂଶୁମାନଙ୍କ ମାଆଙ୍କ ନାମ ଜ୍ୟୋତ୍ସ୍ନା ମହାନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ଅଂଶୁମାନ ମହାନ୍ତି ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Anshuman Mohanty". odishaassembly.nic.in. Odisha Assembly. Retrieved 8 April 2020.