ମୋ ମମି ପାପାଙ୍କ ବାହାଘର

ଉଇକିପିଡ଼ିଆ‌ରୁ
ମୋ ମମି ପାପାଙ୍କ ବାହାଘର
ନିର୍ଦ୍ଦେଶକରଜେଶ ମହାନ୍ତି
ପ୍ରଯୋଜକଜାଗି ମଙ୍ଗତ ପଣ୍ଡା
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀସନ୍ତୋଷ ନାରାୟଣ ଦାଶ
କଳାକାରସାଇ ଯଶୋବନ୍ତ
କୁକିସ୍ ସ୍ୱାଇଁ
ଅନନ୍ତ ମିଶ୍ର
ଐଶ୍ୱର୍ଯ୍ୟା ବେହେରା
ସଙ୍ଗୀତବିଶ୍ୱସ୍ୱରୂପ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୬ ସେପ୍ଟେମ୍ବର ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ମୋ ମମି ପାପାଙ୍କ ବାହାଘର, ୨୦୨୦ ମସିହାରେ ଦୂରଦର୍ଶନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ସନ୍ତୋଷ ନାରାୟଣ ଦାଶ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ନିର୍ଦ୍ଦେଶକ ରାଜେଶ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ସାଇ ଯଶୋବନ୍ତ, କୁକିସ୍ ସ୍ୱାଇଁ, ଅନନ୍ତ ମିଶ୍ର, ଐଶ୍ୱର୍ଯ୍ୟା ବେହେରା ଆଦି କଳାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୦ ମସିହାର ସେପ୍ଟେମ୍ବର ୬ ତାରିଖରେ ଏହି କଥାଚିତ୍ରଟି ଉଭୟ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁ୍କ୍ତିଲାଭ କରିଥିଲା ।[୧]

ଅଭିନୟ[ସମ୍ପାଦନା]

  • ସାଇ ଯଶୋବନ୍ତ
  • କୁକିସ୍ ସ୍ୱାଇଁ
  • ଅନନ୍ତ ମିଶ୍ର
  • ଐଶ୍ୱର୍ଯ୍ୟା ବେହେରା

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱସ୍ୱରୂପ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "List of Odia Films released in 2020OdiaLive". Odia Live (in English). 13 March 2020. Archived from the original on 7 January 2022. Retrieved 7 January 2022.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]