ବେନ୍ତପୁର
ବେନ୍ତପୁର | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଅନୁଗୋଳ |
ପଞ୍ଚାୟତ ସମିତି | ଅନୁଗୋଳ |
ଗ୍ରାମ ପଞ୍ଚାୟତ | କାଙ୍ଗୁଲା ବେନ୍ତପୁର |
ଭାଷା | ଓଡ଼ିଆ, ଇଂରାଜୀ |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | ୭୫୯ ୧୩୨[୧] |
ଏସଟିଡି କୋଡ଼ | +୦୬୭୬୪ |
ଗାଡ଼ି ପଞ୍ଜିକରଣ | OR/19 |
ବେନ୍ତପୁର ଗାଁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ଅନୁଗୋଳ ଥାନା ଅଧୀନରେ ଥିବା ଏକ ଗାଆଁ ।
ଗମନାଗମନ[ସମ୍ପାଦନା]
ଏହା ଅନୁଗୋଳ ନିକଟରେ ଅବସ୍ଥିତ । ଏହା ଅନୁଗୋଳଠାରୁ ୫ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା[ସମ୍ପାଦନା]
ଶିକ୍ଷା[ସମ୍ପାଦନା]
ବିଦ୍ୟାଳୟ[ସମ୍ପାଦନା]
ଏହି ଗ୍ରାମରେ ବେନ୍ତପୁର ନୋଡାଲ ବିଦ୍ୟାଳୟ ଓ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଅଛି ।[୨][୩]
ଅନ୍ୟାନ୍ୟ[ସମ୍ପାଦନା]
ପର୍ଯ୍ୟଟନ[ସମ୍ପାଦନା]
ଏହି ଗାଆଁଠାରୁ ଅଳ୍ପ ଦୂରରେ ଦୁଇଟି ଶିବ ମନ୍ଦିର (ନିଳକଣ୍ଠେଶ୍ୱର, ଚନ୍ଦ୍ରଶେଖର), ଦୁର୍ଗାମନ୍ଦିର, ହିଙ୍ଗୁଳା ମନ୍ଦିର, ମଙ୍ଗଳା ମନ୍ଦିର, ଚୈତନ୍ୟ ମନ୍ଦିର, ରାଧାମୋହନ ମଠ, ଦକ୍ଷୀଣକାଳୀ ମନ୍ଦିର ଓ ତାରିଣୀ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଅଶୋକାଷ୍ଟମୀ ଓ ଦୋଳ ପୂର୍ଣ୍ଣୀମା ଅନୁଷ୍ଠିତ ହୋଇଥାଏ ।