"ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (-ନିର୍ବାଚନମଣ୍ଡଳୀ +ନିର୍ବାଚନ ମଣ୍ଡଳୀ)
ଟିକେ Bot: Automated text replacement (-ଲୋକସଭା +ଲୋକ ସଭା)
୬ କ ଧାଡ଼ି: ୬ କ ଧାଡ଼ି:
| ଜିଲ୍ଲା: || [[ବରଗଡ଼ ଜିଲ୍ଲା|ବରଗଡ଼]]
| ଜିଲ୍ଲା: || [[ବରଗଡ଼ ଜିଲ୍ଲା|ବରଗଡ଼]]
|-
|-
| [[ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳୀ ତାଲିକା|ଲୋକସଭା ଆସନ]]: || [[ବରଗଡ଼ (ଲୋକସଭା ନିର୍ବାଚନ ମଣ୍ଡଳୀ)|ବରଗଡ଼]]
| [[ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ଲୋକ ସଭା ଆସନ]]: || [[ବରଗଡ଼ (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ବରଗଡ଼]]
|-
|-
|ପଞ୍ଚାୟତ ସମିତି: ||୩
|ପଞ୍ଚାୟତ ସମିତି: ||୩

୧୬:୫୯, ୨୯ ଜାନୁଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା: ୨,୦୩,୭୨୩
ଜିଲ୍ଲା: ବରଗଡ଼
ଲୋକ ସଭା ଆସନ: ବରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପଦ୍ମପୁର (କ୍ରମିକ ସଂଖ୍ୟା: ୧) ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୫୨ରୁ ୨୦୦୯ ମଧ୍ୟରେ ଗୋଟିଏ ଉପ ନିର୍ବାଚନକୁ ମିଶାଇ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୮ହଜାରରୁ ଉର୍ଦ୍ଧ୍ଵ ଭୋଟରେ ପରାସ୍ତ କରିଥିଲେ ।

ଏହି ନିର୍ବାଚନମଣ୍ଡଳି ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଦ୍ମପୁର, ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର ବ୍ଳକ

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ପଦ୍ମପୁର [୧]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଜୟ ରଞ୍ଜନ ସିଂ ବରିହା ୬୭,୯୧୩ ୪୪.୧୫ -
କଂଗ୍ରେସ ସତ୍ୟ ଭୂଷଣ ସାହୁ ୪୯,୮୪୭ ୩୨.୪୧ -
ଭାଜପା ପ୍ରଦୀପ ପୁରୋହିତ ୨୯,୬୫୧ ୧୯.୨୮ -
ବସପା ସୁଧାଂଶୁ ଶେଖର ବାରିକ ୬,୪୦୭ ୪.୧୭ -
ଭୋଟ ବ୍ୟବଧାନ ୧୮,୦୬୬ - -
ମତଦାନ ହାର ୧,୫୩,୮୩୭ ୭୫.୫୧ -

ନିର୍ବାଚିତ ବିଧାୟକ

ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୨]

  • ୨୦୦୯: ବିଜୟ ରଞ୍ଜନ ସିଂ ବରିହା (ବିଜୁ ଜନତା ଦଳ)
  • ୨୦୦୪: ସତ୍ୟଭୂଷଣ ସାହୁ (କଂଗ୍ରେସ)
  • ୨୦୦୦: ବିଜୟ ରଞ୍ଜନ ସିଂ ବରିହା (ବିଜୁ ଜନତା ଦଳ)
  • ୧୯୯୫: ବିଜୟ ରଞ୍ଜନ ସିଂ ବରିହା (ଜନତା ଦଳ)
  • ୧୯୯୦: ବିଜୟ ରଞ୍ଜନ ସିଂ ବରିହା (ଜନତା ଦଳ)
  • ୧୯୮୫: ସତ୍ୟଭୂଷଣ ସାହୁ (କଂଗ୍ରେସ)
  • ୧୯୮୦: ସତ୍ୟଭୂଷଣ ସାହୁ (କଂଗ୍ରେସ)
  • ୧୯୭୭: ବିକ୍ରମାଦିତ୍ୟ ସିଂ ବରିହା (ଜନତା)
  • ୧୯୭୪: କୃପାସିନ୍ଧୁ ଭୋଇ
  • ୧୯୬୭: ବୀର ବିକ୍ରମାଦିତ୍ୟ ସିଂ ବରିହା (ଜନ କଂଗ୍ରେସ)
  • ୧୯୬୧: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ)
  • ୧୯୫୭: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ) ଓ ଏଲ ଏମ ଏସ ବରିହା (ଗଣ ପରିଷଦ)
  • ୧୯୫୧-୫୨: ଅନିରୁଦ୍ଧ ମିଶ୍ର (ସ୍ଵାଧୀନ) ଓ ଲାଲ ରଞ୍ଜିତ ସିଂ ବରିହା (କଂଗ୍ରେସ)

ଆଧାର

ବାହାର ତଥ୍ୟ