Jump to content

ଠାକୁରଗଡ଼

ଉଇକିପିଡ଼ିଆ‌ରୁ
୧୩:୦୪, ୧ ଅପ୍ରେଲ ୨୦୧୩ ବେଳେ Aditya Mahar (ଆଲୋଚନା | ଅବଦାନ) (ଠାକୁରଗଡ଼) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଠାକୁରଗଡ଼
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ ଜିଲ୍ଲା
ପଞ୍ଚାୟତ ସମିତିଆଠମଲ୍ଲିକ
ଗ୍ରାମ ପଞ୍ଚାୟତଠାକୁରଗଡ଼
ତହସିଲଆଠମଲ୍ଲିକ
Time zoneIST (+୫.୩୦)
ଡାକ କୋଡ଼
୭୯୫୧୨୫
Area code+୦୬୭୬୩
ଯାନବାହାନ ପଞ୍ଚୀକରଣOD/19

ଠାକୁରଗଡ଼ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ସହର । ଏହି ସହରଟି ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।[]

ଗମନାଗମନ

ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳ ଠାରୁ ୬୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା

ଏଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ,ଗୋଟିଏ ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ମହାବିଦ୍ୟାଳ୍ୟ ଅଛି।

ସଂସ୍କୃତି

ଏହି ସହରରେ ଏକ ବଡ଼ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର