ନିତ୍ୟାନନ୍ଦ ଗଡ଼ତିଆ

ଉଇକିପିଡ଼ିଆ‌ରୁ
ନିତ୍ୟାନନ୍ଦ ଗଡ଼ତିଆ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀଗଣନାଥ ପ୍ରଧାନ
ପର ଅଧିକାରୀରାଜୀବ ଲୋଚନ ହୋତା
ନିର୍ବାଚନ ମଣ୍ଡଳୀବିଜେପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1934-08-30)୩୦ ଅଗଷ୍ଟ ୧୯୩୪
ମୃତ୍ୟୁ୨୯ ଡିସେମ୍ବର ୨୦୧୮(2018-12-29) (ବୟସ ୮୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀବିନୋଦିନୀ ଗଡ଼ତିଆ
ବାପା/ବୋଉସୁଦର୍ଶନ ଗଡ଼ତିଆ (ବାପା)
ବୃତ୍ତିରାଜନୀତିଜ୍ଞ

ନିତ୍ୟାନନ୍ଦ ଗଡ଼ତିଆ (୩୦ ଅଗଷ୍ଟ ୧୯୩୪ - ୨୯ ଡିସେମ୍ବର ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନିତ୍ୟାନନ୍ଦ ଗଡ଼ତିଆ ୧୯୩୪ ମସିହାର ଅଗଷ୍ଟ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁଦର୍ଶନ ଗଡ଼ତିଆ ଓ ପତ୍ନୀଙ୍କ ନାମ ବିନୋଦିନୀ ଗଡ଼ତିଆ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନିତ୍ୟାନନ୍ଦ ଗଡ଼ତିଆ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ନିତ୍ୟାନନ୍ଦ ଗଡ଼ତିଆ ୨୦୧୮ ମସିହାର ଡିସେମ୍ବର ୨୯ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Nityananda Gartia". odishaassembly.nic.in. Odisha Assembly. Retrieved 23 July 2021.