ତୁ ମୋ ସୁଇଟ୍ ୧୬

ଉଇକିପିଡ଼ିଆ‌ରୁ
(ତୁ ମୋ Sweet 16ରୁ ଲେଉଟି ଆସିଛି)
ତୁ ମୋର ସୁଇଟ୍ ୧୬
ନିର୍ଦ୍ଦେଶକସମ୍ବିତ କୁମାର
ପ୍ରଯୋଜକସମ୍ବିତ କୁମାର
ସଂଳାପସମ୍ବିତ କୁମାର
ଚିତ୍ରନାଟ୍ୟସମ୍ବିତ କୁମାର
କାହାଣୀସମ୍ବିତ କୁମାର
କଳାକାରସମ୍ବିତ କୁମାର
ସୋନାଲି
ରବି ମିଶ୍ର
ଗୁଡ୍ଡୁ
କାଳିଆ
ଦୁଷ୍ମନ୍ତ ପଣ୍ଡା
ରାଜଶ୍ରୀ ଆଚାର୍ଯ୍ୟ
କାଜଲ ମିଶ୍ର
ସଙ୍ଗୀତଗଣେଶ ପ୍ରସାଦ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକପିଣ୍ଟୁ ନାୟକ
ମୁକ୍ତିଲାଭ ତାରିଖ
୧୬ ଡିସେମ୍ବର ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ତୁ ମୋର ସୁଇଟ୍ ୧୬ ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ସମ୍ବିତ କୁମାର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ଗଣେଶ ପ୍ରସାଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ କୁମାର ଓ ସୋନାଲି ।[୪] ରବି ମିଶ୍ର, ଗୁଡ୍ଡୁ, ଟନିଆ, ଶାଶ୍ୱତ, ପ୍ରିୟଙ୍କା, ଗୁଡ଼ିଆ, ଅମର, ପିଣ୍ଟୁ, ସଞ୍ଜୟ, ମାନସ, ରୋମିଓ, କାଳିଆ, ଦୁଷ୍ମନ୍ତ ପଣ୍ଡା, ରାଜଶ୍ରୀ ଆଚାର୍ଯ୍ୟ, କାଜଲ ମିଶ୍ର ଆଦି କଳାକରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗଣେଶ ପ୍ରସାଦ । ରବିନ୍ଦ୍ର ମୁଦୁଲି, ଜ୍ୟୋତି ରଞ୍ଜନ, ଏମ୍. ସୁରଞ୍ଜନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୩] ତାରିକ୍ ଅଜିଜ୍, ସବିଶେଷ, ବର୍ଣ୍ଣାଳୀ ହୋତା, ବିଷ୍ଣୁମୋହନ କବି, ଅନୁରାଧା ପାଣିଗ୍ରାହୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଆଖିରେ ଆଖି ଛନ୍ଦି ହୋଇ"ଏମ୍. ସୁରଞ୍ଜନତାରିକ୍ ଅଜିଜ୍ 
2."ଧିମା ଧିମା ଛାତିର ସ୍ପନ୍ଦନ କହୁଛି"ଜ୍ୟୋତି ରଞ୍ଜନସବିଶେଷ, ବର୍ଣ୍ଣାଳୀ ହୋତା 
3."ତୁ କହିବୁ ମୋ"ରବିନ୍ଦ୍ର ମୁଦୁଲିବିଷ୍ଣୁ ମୋହନ କବି, ଅନୁରାଧା ପାଣିଗ୍ରାହୀ 
4."ଓ ଜାନା ଓ ଜାନା" ତାପସ ଶଂଖୁଆ, ସ୍ୱାଗତିକା 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Sahoo, Lalit. "Tu Mo Sweet 16". Odia Movie Database. Retrieved 27 December 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  3. ୩.୦ ୩.୧ ୩.୨ "Upcoming Odia Film releases 2018". OdiaLive. 19 August 2017. Archived from the original on 23 September 2020. Retrieved 27 December 2018.
  4. "ସମ୍ବିତଙ୍କ ପ୍ରେମ". ସମାଜ ରବିବାର. ଓଡ଼ିଶା. 23 December 2018. p. ୮. Archived from the original on 27 December 2018. Retrieved 27 December 2018.

ବାହାର ଆଧାର[ସମ୍ପାଦନା]