ଗୋପୀନାଥ ମନ୍ଦିର, ଲିହୁରୀ
ଦେଖଣା
| ଗୋପୀନାଥ ମନ୍ଦିର, ଲିହୁରୀ | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| Location | |
| ସ୍ଥାନ | ଲିହୁରୀ |
| State | ଆନ୍ଧ୍ର ପ୍ରଦେଶ |
| Country | ଭାରତ |
ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଲିହୁରୀଠାରେ ଏହି ଗୋପୀନାଥ ମନ୍ଦିର ଅବସ୍ଥିତ । ସୁନ୍ଦର କାରୁକାର୍ଯ୍ୟରେ ଶୋଭିତ ଏହି ମନ୍ଦିରରେ ରାଧା ଓ କୃଷ୍ଣ ପୂଜା ପାଆନ୍ତି ।
ଇତିହାସ
[ସମ୍ପାଦନା]ଅଷ୍ଟାଦଶ ଶତାବ୍ଦୀରେ ପାରଳାଖେମୁଣ୍ଡିର ତତ୍କାଳୀନ ରାଜା ଜଗନ୍ନାଥ ଦେବଙ୍କ ସମୟରେ ଏହା ନିର୍ମିତ । ମନ୍ଦିର ତିଆରିରେ ମୁଖ୍ୟ କାରିଗର ଥିଲେ ପାରଳାଖେମୁଣ୍ଡିର ସ୍ଥାପତ୍ୟ ଶିଳ୍ପୀ ହରେକୃଷ୍ଣ ମହାରଣା ।[୧]
ପର୍ଯ୍ୟଟନ ଆକର୍ଷଣ
[ସମ୍ପାଦନା]ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ସୀମା ତଥା ବଂଶଧାରା ନଦୀ କୂଳରେ ଅବସ୍ଥିତ ଏହି ପ୍ରାଚୀନ ମନ୍ଦିରଟି ଉଭୟ ରାଜ୍ୟ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣ ବିନ୍ଦୁ ଅଟେ ।
ଆଧାର
[ସମ୍ପାଦନା]- ↑ Mishra, Dr. R.C.; S.K.Dash. "SOME ASPECTS OF CULTURAL LIFE IN PARALAKHEMUNDI ZAMINDARI : A STUDY" (PDF). Orissa Historical Research Journal. XLVII, No.3: 15–27.
ଅଧିକ ତଥ୍ୟ
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |