Jump to content

ଗୋପୀନାଥ ମନ୍ଦିର, ଲିହୁରୀ

ଉଇକିପିଡ଼ିଆ‌ରୁ
(Gopinath Temple, Lihuriରୁ ଲେଉଟି ଆସିଛି)
ଗୋପୀନାଥ ମନ୍ଦିର, ଲିହୁରୀ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଲିହୁରୀ
Stateଆନ୍ଧ୍ର ପ୍ରଦେଶ
Countryଭାରତ

ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଲିହୁରୀଠାରେ ଏହି ଗୋପୀନାଥ ମନ୍ଦିର ଅବସ୍ଥିତ । ସୁନ୍ଦର କାରୁକାର୍ଯ୍ୟରେ ଶୋଭିତ ଏହି ମନ୍ଦିରରେ ରାଧାକୃଷ୍ଣ ପୂଜା ପାଆନ୍ତି ।

ଇତିହାସ

[ସମ୍ପାଦନା]

ଅଷ୍ଟାଦଶ ଶତାବ୍ଦୀରେ ପାରଳାଖେମୁଣ୍ଡିର ତତ୍‌କାଳୀନ ରାଜା ଜଗନ୍ନାଥ ଦେବଙ୍କ ସମୟରେ ଏହା ନିର୍ମିତ । ମନ୍ଦିର ତିଆରିରେ ମୁଖ୍ୟ କାରିଗର ଥିଲେ ପାରଳାଖେମୁଣ୍ଡିର ସ୍ଥାପତ୍ୟ ଶିଳ୍ପୀ ହରେକୃଷ୍ଣ ମହାରଣା ।[]

ପର୍ଯ୍ୟଟନ ଆକର୍ଷଣ

[ସମ୍ପାଦନା]

ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ସୀମା ତଥା ବଂଶଧାରା ନଦୀ କୂଳରେ ଅବସ୍ଥିତ ଏହି ପ୍ରାଚୀନ ମନ୍ଦିରଟି ଉଭୟ ରାଜ୍ୟ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣ ବିନ୍ଦୁ ଅଟେ ।

  1. Mishra, Dr. R.C.; S.K.Dash. "SOME ASPECTS OF CULTURAL LIFE IN PARALAKHEMUNDI ZAMINDARI : A STUDY" (PDF). Orissa Historical Research Journal. XLVII, No.3: 15–27.

ଅଧିକ ତଥ୍ୟ

[ସମ୍ପାଦନା]