ଗୁହାରିଆସାହି

ଉଇକିପିଡ଼ିଆ ରୁ
Jump to navigation Jump to search
ଗୁହାରିଆ ସାହି
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର
ପଞ୍ଚାୟତ ସମିତିସୋର
ତହସିଲସୋର
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୫୬୦୪୫[୧]
ଏସଟିଡି କୋଡ଼+୦୬୭୮୪
ଗାଡ଼ି ପଞ୍ଜିକରଣOD/୦୧

ଗୁହାରିଆସାହି ଗାଁ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ସୋର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ବାଲେଶ୍ୱର ଠାରୁ ୩୭ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା[ସମ୍ପାଦନା]

ଏଠାରେ ଗୋଟିଏ ପ୍ରାଥମିକ ଓ ଗୋଟିଏ ବହୁ ପୂରାତନ ଉଚ୍ଚ ବିଦ୍ୟାଳୟ ଅଛି ।

ସଂସ୍କୃତି[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାଗର ମେଳା ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]