ଗଡ଼ଗଡ଼ିଆ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ଗଡଗଡିଆ ଶିବ ମନ୍ଦିର
ଗଡଗଡିଆ ଶିବ ମନ୍ଦିର
ଗଡଗଡିଆ ଶିବ ମନ୍ଦିର
ଭୌଗୋଳିକ ଅବସ୍ଥିତି
ଦିଗବାରେଣି 20°28′48.76″N 85°47′3.6″E / 20.4802111°N 85.784333°E / 20.4802111; 85.784333Coordinates: 20°28′48.76″N 85°47′3.6″E / 20.4802111°N 85.784333°E / 20.4802111; 85.784333
ଦେଶ  ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା କଟକ

ଗଡଗଡିଆ ଶିବ ମନ୍ଦିର ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର ।

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ଏହା କଟକ ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ।

ପର୍ବ ପର୍ବାଣି[ସମ୍ପାଦନା]

ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ସହ ଶୀତଳ ଷଷ୍ଠୀ ଅଶୋକାଷ୍ଟମୀ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାରମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ପୁରୀ ଶ୍ରୀମନ୍ଦିର ପରି ଏଠାରେ ପୂର୍ବପୁରୁଷଙ୍କ ପ୍ରତି ପିଣ୍ଡ ଦାନ କରାଯାଏ । ଆଷାଢ ମାସରେ ଏଠାରେ କାଉଡିଆମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

http://www.onefivenine.com/india/Places/District/Cuttack/Temple