ଗଡ଼ଗଡ଼ିଆ ମନ୍ଦିର
ଗଡଗଡିଆ ଶିବ ମନ୍ଦିର | |
---|---|
ଗଡଗଡିଆ ଶିବ ମନ୍ଦିର | |
Religion | |
ଅନୁବନ୍ଧଗୁଡ଼ିକ | Hinduism |
District | କଟକ |
Location | |
Country | ![]() |
ଗଡଗଡିଆ ଶିବ ମନ୍ଦିର ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର[ଆଧାର ଲୋଡ଼ା]।
ଭୌଗୋଳିକ ଅବସ୍ଥିତି[ସମ୍ପାଦନା]
ଏହା କଟକ ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ।
ପର୍ବ ପର୍ବାଣି[ସମ୍ପାଦନା]
ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ସହ ଶୀତଳ ଷଷ୍ଠୀ ଅଶୋକାଷ୍ଟମୀ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାରମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ପୁରୀ ଶ୍ରୀମନ୍ଦିର ପରି ଏଠାରେ ପୂର୍ବପୁରୁଷଙ୍କ ପ୍ରତି ପିଣ୍ଡ ଦାନ କରାଯାଏ । ଆଷାଢ ମାସରେ ଏଠାରେ କାଉଡିଆମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ।
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
http://www.onefivenine.com/india/Places/District/Cuttack/Temple