କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
'କୋରାପୁଟ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]
ସାଂସଦ[ସମ୍ପାଦନା]
- ୨୦୧୯: ସପ୍ତଗିରି ଶଙ୍କର ଉଲ୍ଲାକା (ଭାରତୀୟ ଜାତୀୟ କଂଗ୍ରେସ)[୩]
- ୨୦୧୪: ଝିନ ହିକକା (ବିଜୁ ଜନତା ଦଳ)
- ୨୦୦୯: ଜୟରାମ ପାଙ୍ଗି (ବିଜୁ ଜନତା ଦଳ)
- ୨୦୦୪: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୯: ହେମା ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୮: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୬: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୧: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୮୯: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୮୪: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୮୦: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୭୭: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୭୭: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୭୨: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
ଆଉରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Seats of Odisha
- ↑ Assembly Constituencies and their Extent
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-15.