ଉତ୍କଳ କେଶରୀ ପରିଡ଼ା

ଉଇକିପିଡ଼ିଆ‌ରୁ
ଉତ୍କଳ କେଶରୀ ପରିଡ଼ା
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀବେଦ ପ୍ରକାଶ ଅଗ୍ରୱାଲା
ପର ଅଧିକାରୀସିପ୍ରା ମଲ୍ଲିକ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-01-24) ୨୪ ଜାନୁଆରୀ ୧୯୬୧ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଓଡ଼ିଶା ଗଣ ପରିଷଦ
ଜୀବନ ସାଥୀରଶ୍ନାମୟୀ ପରିଡ଼ା
ବାପା/ବୋଉଘନଶ୍ୟାମ ପରିଡ଼ା (ବାପା)
ବୃତ୍ତିରାଜନୀତିଜ୍ଞ

ଉତ୍କଳ କେଶରୀ ପରିଡ଼ା (ଜନ୍ମ: ୨୪ ଜାନୁଆରୀ ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଉତ୍କଳ କେଶରୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପରିବାର ଓ ଶିକ୍ଷା[ସମ୍ପାଦନା]

ଉତ୍କଳ କେଶରୀ ପରିଡ଼ା ୧୯୬୧ ମସିହାର ଜାନୁଆରୀ ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଘନଶ୍ୟାମ ପରିଡ଼ା ଏବଂ ପତ୍ନୀଙ୍କ ନାମ ରଶ୍ନାମୟୀ ପରିଡ଼ା ।[୧] ଉତ୍କଳ କେଶରୀଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଉତ୍କଳ କେଶରୀ ପରିଡ଼ା ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Utkal Keshari Parida". odishaassembly.nic.in. Odisha Assembly. Retrieved 28 December 2019.