Jump to content

କୁକୁଡ଼ାଙ୍ଗ

ଉଇକିପିଡ଼ିଆ‌ରୁ
କୁକୁଡ଼ାଙ୍ଗ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ
ପଞ୍ଚାୟତ ସମିତିବଅଁରପାଳ
ଗ୍ରାମ ପଞ୍ଚାୟତକୁକୁଡ଼ାଙ୍ଗ
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୯ ୧୨୩[୧]
Area code+୦୬୭୬୪
ଯାନବାହାନ ପଞ୍ଚୀକରଣOR/19

କୁକୁଡ଼ାଙ୍ଗ ଗାଁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ଅନୁଗୋଳ ଥାନା ଅଧୀନରେ ଥିବା ଏକ ଗାଆଁ ।[୨]

ଗମନାଗମନ

[ସମ୍ପାଦନା]

ଏହା ବଅଁରପାଳ ନିକଟରେ ଅବସ୍ଥିତ । ଏହା ଅନୁଗୋଳଠାରୁ ୯ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

[ସମ୍ପାଦନା]

ଶିକ୍ଷା

[ସମ୍ପାଦନା]

ବିଦ୍ୟାଳୟ

[ସମ୍ପାଦନା]

ଏହି ଗ୍ରାମରେ ଦୁଇଟି ପ୍ରାଥମିକ, ଗୋଟିଏ ମାଧ୍ୟମିକ ଓ ଗୋଟିଏ ଉଚ୍ଚବିଦ୍ୟାଳୟ ଅଛି ।

ଅନ୍ୟାନ୍ୟ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]

ଏହି ଗାଆଁରେ ଗ୍ରାମଦେବତୀ ଗ୍ରାମେଶ୍ୱରୀଙ୍କ ପୀଠ ସହ ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, କାଳୀ ମନ୍ଦିର, ଚନ୍ଦ୍ରଶେଖର ଶିବ ମନ୍ଦିର ଓ ରାଧାକୃଷ୍ଣ ମଠ ଅଛି । ଏଠାରେ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା, ମେରୁ ସଂକ୍ରାନ୍ତି ଓ ଶ୍ରୀରାମ ନବମୀ ଅନୁଷ୍ଠିତ ହୋଇଥାଏ । ଏହି ଗ୍ରାମରେ ଥିବା ନିର୍ଜୀବ ଚିଡ଼ିଆଖାନା ଦେଖିବାକୁ ବହୁତ ଲୋକ ଆସନ୍ତି ।

ଆହୁରି ଦେଖନ୍ତୁ

[ସମ୍ପାଦନା]