କାଣ୍ଡଶର
(କାଣ୍ଡସରରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
କାଣ୍ଡଶର | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଅନୁଗୋଳ |
ପଞ୍ଚାୟତ ସମିତି | ବଅଁରପାଳ |
ଗ୍ରାମ ପଞ୍ଚାୟତ | କାଣ୍ଡଶର |
ଭାଷା | ଓଡ଼ିଆ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୯ ୧୪୫[୧] |
Area code | +୦୬୭୬୪ |
ଯାନବାହାନ ପଞ୍ଚୀକରଣ | OR/19 |
କାଣ୍ଡସର ଗାଁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ଅନୁଗୋଳ ଥାନା ଅଧୀନରେ ଥିବା ଏକ ଗାଆଁ ।[୨]
ଗମନାଗମନ[ସମ୍ପାଦନା]
ଏହା ଅନୁଗୋଳଠାରୁ ୫ କି.ମି. ଦୂରରେ ଅବସ୍ଥିତ ।
ପର୍ଯ୍ୟଟନ[ସମ୍ପାଦନା]
ଏହି ଗାଆଁଠାରୁ ଅଳ୍ପ ଦୂରରେ ଗ୍ରାମ ଦେବତୀ ପୀତାବଳୀ ଠାକୁରାଣୀଙ୍କ ମନ୍ଦିର, ଶିବ ମନ୍ଦିର (ପଶ୍ଚିମେଶ୍ୱର) ଓ ଜଗନ୍ନାଥ ମନ୍ଦିର, ଅଛି ।
ଆଧାର[ସମ୍ପାଦନା]
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |