କାଣ୍ଡଶର
ଦେଖଣା
କାଣ୍ଡଶର | |
|---|---|
ଗାଁ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଅନୁଗୋଳ |
| ପଞ୍ଚାୟତ ସମିତି | ବଅଁରପାଳ |
| ଗ୍ରାମ ପଞ୍ଚାୟତ | କାଣ୍ଡଶର |
| ଭାଷା | ଓଡ଼ିଆ |
| Time zone | IST (+୫.୩୦) |
| ଡାକ କୋଡ଼ | ୭୫୯ ୧୪୫[୧] |
| Area code | +୦୬୭୬୪ |
| ଯାନବାହାନ ପଞ୍ଚୀକରଣ | OR/19 |
କାଣ୍ଡସର ଗାଁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ଅନୁଗୋଳ ଥାନା ଅଧୀନରେ ଥିବା ଏକ ଗାଆଁ ।[୨]
ଗମନାଗମନ
[ସମ୍ପାଦନା]ଏହା ଅନୁଗୋଳଠାରୁ ୫ କି.ମି. ଦୂରରେ ଅବସ୍ଥିତ ।
ପର୍ଯ୍ୟଟନ
[ସମ୍ପାଦନା]ଏହି ଗାଆଁଠାରୁ ଅଳ୍ପ ଦୂରରେ ଗ୍ରାମ ଦେବତୀ ପୀତାବଳୀ ଠାକୁରାଣୀଙ୍କ ମନ୍ଦିର, ଶିବ ମନ୍ଦିର (ପଶ୍ଚିମେଶ୍ୱର) ଓ ଜଗନ୍ନାଥ ମନ୍ଦିର, ଅଛି ।
ଆଧାର
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |