ରାବଣ ପୋଡ଼ି (ୱେବ ସିରିଜ)

ଉଇକିପିଡ଼ିଆ‌ରୁ
ରାବଣ ପୋଡ଼ି
ଶୈଳୀୱେବ ସିରିଜ
ଲେଖକବିରଜ ରଥ
କାହାଣୀବିରଜ ରଥ
ନିର୍ଦ୍ଦେଶନାବିରଜ ରଥ
କଳାକାରଚୌଧୁରୀ ଜୟ ପ୍ରକାଶ ଦାସ
ସୁଧାଂଶୁ ନାରାୟଣ ଦାଶ
ଦୀପନୱିତ ଦାଶମହାପାତ୍ର
ଅଙ୍କିତା ମିଶ୍ର
ସଙ୍ଗୀତବିନୟ ରଥ
ଦେଶ ଭାରତ
ମୂଳ ଭାଷାଓଡ଼ିଆ
ଅଧ୍ୟାୟ ସଂଖ୍ୟା
Production
Producer(s)ସମରେଶ ରାଉତରାୟ
ସ୍ଥାନକଟକ ଏବଂ ଭୁବନେଶ୍ୱର
Production company(s)ଏସ୍୩ ମୁଭିଜ୍
Release
ମୂଳ ଚେନାଲ୍ଓଡ଼ିଆ ୱାନ ୟୁଟ୍ୟୁବ ଚ୍ୟାନେଲ
ମୁକ୍ତିଲାଭ ତାରିଖ୨୮ ସେପ୍ଟେମ୍ବର ୨୦୧୮

ରାବଣ ପୋଡ଼ି ଓଡ଼ିଆ ଭାଷାରେ ନିର୍ମିତ ପ୍ରଥମ ୱେବ ସିରିଜ । ଏହାର ସମ୍ପୂର୍ଣ୍ଣ ନାମ ଥିଲା, ରାବଣ ପୋଡ଼ି- ଏ ହୋମ କମିଙ୍ଗ୍ । ଏହା ୨୦୧୮ ମସିହାର ଦଶହରା ସମୟରେ ଓଡ଼ିଆୱାନ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । କାହାଣୀଟି ଜଣେ ଏକୁଟିଆ ରହୁଥିବା ଅବସରପ୍ରାପ୍ତ ବ୍ରିଗେଡିୟରଙ୍କ ପରିବାର ଉପରେ କେନ୍ଦ୍ରିତ ଥିଲା ।[୧][୨][୩]

କାହାଣୀ[ସମ୍ପାଦନା]

ଏକୁଟିଆ ରହୁଥିବା ଜଣେ ଅବସର ପ୍ରାପ୍ତ ବ୍ରିଗେଡିୟର (ଚୌଧୁରୀ ଜୟପ୍ରକାଶ ଦାସ) ନିଜର ଦୂରରେ ରହୁଥିବା ନାତିକୁ (ସୁଧାଂଶୁ ନାରାୟଣ ଦାଶ) ସମ୍ପତିବାଡ଼ି ମାମଲା ଛିଣ୍ଡାଇବାକୁ ଦଶହରା ସମୟରେ ତାଙ୍କର ଘରକୁ ଡାକନ୍ତି । ନାତିଟି ଜଣେ ସଫ୍ଟୱେର ଡେଭେଲପର ଯେକି ନିଜ ପରିବାରଠାରୁ ଦୂରରେ ରହନ୍ତି । ନାତିଟି କଟକ ଆସିଲାପରେ ଘଟିଥିବା ଘଟଣାବଳୀ ଉପରେ ଏହି ଚାରୋଟି ଅଧ୍ୟାୟ ପର୍ଯ୍ୟବସିତ ।

ଅଭିନୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Odisha's first-ever web series 'Rabana Podi' is all about loving your roots - Odisha Sun Times". Odisha Sun Times (in ଇଂରାଜୀ). DailyHunt. Retrieved 3 January 2019.
  2. "Odisha's first-ever web series 'Rabana Podi' is all about loving your roots | Sambad English". Sambad English. sambadenglish.com. 29 September 2018. Retrieved 26 October 2020.
  3. http://www.mycitylinks.in/odisha-s-first-web-series-rabana-podi-hits-youtube-on-friday
  4. "ସୋନୁଙ୍କ ନିୟତି". ସମ୍ବାଦ (ରବିବାର). 29 January 2023. p. 8. Archived from the original on 11 February 2023. Retrieved 11 February 2023.

ବାହ୍ୟ ଆଧାର[ସମ୍ପାଦନା]