ଅସୁରେଶ୍ୱର
ଅସୁରେଶ୍ୱର | |
---|---|
ଗ୍ରାମ | |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କଟକ ଜିଲ୍ଲା |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୪୨୦9 |
ଟେଲିଫୋନ କୋଡ଼ | +୦୬୭୧ |
ଯାନବାହାନ ପଞ୍ଚୀକରଣ | OD/ |
ଅସୁରେଶ୍ୱର ଓଡ଼ିଶାର କଟକ ଜିଲ୍ଲାରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଏକ ଗ୍ରାମ।[୧] କଟକ ସହରଠାରୁ ଏହା ପ୍ରାୟ ୫୦ କିମି ଦୂର ।
ଭୌଗଳିକ ଅବସ୍ଥିତି ଓ ଜଳବାୟୁ
[ସମ୍ପାଦନା]ଏହା କଟକଠାରୁ ପ୍ରାୟ ୪୫ କି.ମି. ଦୂରରେ ଅବସ୍ଥିତ । କଟକ ଓ କେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ ।ଭୁବନେଶ୍ୱରଠାରୁ ପାଖାପାଖି ୬୭କି.ମି. ଦୂରରେ ଅବସ୍ଥିତ.ଏଠାରେ ଧାନ, ଲଳିତା, ମୁଗ, ବିରି ଆଦି ପ୍ରମୁଖ ଚାଷ କରାଯାଏ.
ନାମକରଣ
[ସମ୍ପାଦନା]ପାଖ ଗ୍ରାମରେ ଥିବା ଶିବ ମନ୍ଦିରର ନାମ ଅନୁସାରେ ଏହି ଜାଗାଟିର ନାମକରଣ କରାଯାଇଥିଲା ।
ଦେବଦେବୀ ଓ ମନ୍ଦିର
[ସମ୍ପାଦନା]ଏଠାରେ ଥିବା ପ୍ରସିଦ୍ଧ ସ୍ଥାନଗୁଡିକ ହେଲା ରଘୁନାଥଜୀଉ ମନ୍ଦିର, ଦଧିବାମନଜୀଉ ମନ୍ଦିର ଇତ୍ୟାଦି ।
ଦର୍ଶନୀୟ ସ୍ଥାନ : ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର
ଏଠାରେ ଗୋଟିଏ ମହାବିଦ୍ୟାଳୟ,ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି ।
ଜୀବନ ଜୀବିକା
[ସମ୍ପାଦନା]ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି । ତଥାପି ଏଠାରେ ଧାନ ଚାଷ ଅଧିକ ହୁଏ.. ତା ସହ ମୁଗ, ବିରି, ବିଭିନ୍ନ ପନିପରିବା ଏବଂ ଲଳିତା ଚାଷ ହୁଏ l
ପ୍ରସିଦ୍ଧି
[ସମ୍ପାଦନା]ରଘୁନାଥଜୀଉ ଙ୍କ ଦାଣ୍ଡଯାତ୍ରା ପ୍ରସିଦ୍ଧ ।