ଅସୁରେଶ୍ୱର

ଉଇକିପିଡ଼ିଆ ରୁ
(Asureswar ରୁ ଲେଉଟି ଆସିଛି)
Jump to navigation Jump to search
ଅସୁରେଶ୍ୱର
ଗାଁ
ଦଧିବାମନ ଜୀଉ ମନ୍ଦିର ଅସୁରେଶ୍ୱର
ଦଧିବାମନ ଜୀଉ ମନ୍ଦିର ଅସୁରେଶ୍ୱର
ଅସୁରେଶ୍ୱର is located in ଓଡ଼ିଶା
ଅସୁରେଶ୍ୱର
ଅସୁରେଶ୍ୱର
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 20°28′52.32″N 86°7′3.82″E / 20.4812000°N 86.1177278°E / 20.4812000; 86.1177278
ରାଜ୍ୟଓଡ଼ିଶା
ଜିଲ୍ଲାକଟକ ଜିଲ୍ଲା
ଭାଷାଓଡ଼ିଆ, ଇଂରାଜୀ
IST (+୫.୩୦)
ପିନ କୋଡ଼୭୫୪୨୦9
ଟେଲିଫୋନ କୋଡ଼+୦୬୭୧
ଗାଡ଼ି ପଞ୍ଜିକରଣOD/

ଅସୁରଶ୍ୱର ଓଡ଼ିଶାର କଟକ ଜିଲ୍ଲାରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଏକ ଗ୍ରାମ।[୧] କଟକ ସହରଠାରୁ ଏହା ପ୍ରାୟ ୫୦ କିମି ଦୂର ।

ଭୌଗଳିକ ଅବସ୍ଥିତି ଓ ଜଳବାୟୁ[ସମ୍ପାଦନା]

ଏହା କଟକଠାରୁ ପ୍ରାୟ ୪୫ କି.ମି. ଦୂରରେ ଅବସ୍ଥିତ । କଟକ ଓ କେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ ।

ନାମକରଣ[ସମ୍ପାଦନା]

ପାଖ ଗ୍ରାମରେ ଥିବା ଶିବ ମନ୍ଦିରର ନାମ ଅନୁସାରେ ଏହି ଜାଗାଟିର ନାମକରଣ କରଯାଇଥିଲା ।

ଦେବଦେବୀ ଓ ମନ୍ଦିର[ସମ୍ପାଦନା]

ଏଠାରେ ଥିବା ପ୍ରସିଦ୍ଧ ସ୍ଥାନଗୁଡିକ ହେଲା ରଘୁନାଥଜୀଉ ମନ୍ଦିର, ଦଧିବାମନଜୀଉ ମନ୍ଦିର ଇତ୍ୟାଦି ।

ସୁବିଧା ସୁଯୋଗ[ସମ୍ପାଦନା]

ଏଠାରେ ଗୋଟିଏ ମହାବିଦ୍ୟାଳୟ,ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି ।

ଜୀବନ ଜୀବିକା[ସମ୍ପାଦନା]

ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି ।

ପ୍ରସିଦ୍ଧି[ସମ୍ପାଦନା]

ରଘୁନାଥଜୀଉ ଙ୍କ ଦାଣ୍ଡଯାତ୍ରା ପ୍ରସିଦ୍ଧ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]