ସହରୀ ବାଘ (୨୦୨୨ର ଓଡ଼ିଆ କଥାଚିତ୍ର)
ଦେଖଣା
ସହରୀ ବାଘ | |
---|---|
ନିର୍ଦ୍ଦେଶକ | ରାମଣା ମୋଗୁଲି |
ପ୍ରଯୋଜକ | ରାମଣା ମୋଗୁଲି |
ସଂଳାପ | ସୁନୀଲ ବାପି |
ଚିତ୍ରନାଟ୍ୟ | ରାମଣା ମୋଗୁଲି |
କାହାଣୀ | ରାଜେନ୍ଦ୍ର ଭରଦ୍ୱାଜ |
କଳାକାର | ସମ୍ବିତ ଆଚାର୍ଯ୍ୟ ପବାଣୀ ପୃଥ୍ୱୀରାଜ ନାୟକ |
ସଙ୍ଗୀତ | ବଲେ ସାବ୍ଲି |
ଚିତ୍ରଗ୍ରହଣ | ନଗେନ୍ଦ୍ର କୁମାର |
ସମ୍ପାଦକ | ଭି. ନଗିରେଡ୍ଡୀ |
ମୁକ୍ତିଲାଭ ତାରିଖ | ୧୧ ନଭେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସହରୀ ବାଘ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ରାଜେନ୍ଦ୍ର ଭରଦ୍ୱାଜ । ସୁନୀଲ ବାପି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ରାମଣା ମୋଗୁଲି ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ପବାଣୀ । ପୃଥ୍ୱୀରାଜ ନାୟକ, ବାହୁବଳୀ ପ୍ରଭାକର, ଭୂପାଳ ରାଜ, ରବି, ବିଜୟ ଭାସ୍କର, ସଞ୍ଜୟ ମହାନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ
- ପବାଣୀ
- ପୃଥ୍ୱୀରାଜ ନାୟକ
- ବାହୁବଳୀ ପ୍ରଭାକର
- ଭୂପାଳ ରାଜ
- ରବି
- ବିଜୟ ଭାସ୍କର
- ସଞ୍ଜୟ ମହାନନ୍ଦ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବଲେ ସାବ୍ଲି । ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ଅମ୍ରିତା ନାୟକ, ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଏଇ ମନକୁ ବୁଝେଇ ପାରୁନି" | ହ୍ୟୁମାନ ସାଗର, ଅମ୍ରିତା ନାୟକ | |
2. | "ଓଃ ମାଇଁ ଲଭ୍ଲି" | ସତ୍ୟଜିତ ପ୍ରଧାନ ଅମ୍ରିତା ନାୟକ | |
3. | "ଲହୁ ଲହୁ" | ବିଷ୍ଣୁମୋହନ କବି | |
4. | "ଜମିଗଲା ଏଥର ଆମ ଯୋଡ଼ି" | ହ୍ୟୁମାନ ସାଗର, ଅମ୍ରିତା ନାୟକ |
ଆଧାର
[ସମ୍ପାଦନା]- ↑ "ଆଜି ଶୁଭମୁକ୍ତି". ସମ୍ବାଦ. 11 November 2022. Archived from the original on 30 December 2022. Retrieved 30 December 2022.
- ↑ "ସଂଳାପକାର ସୁନୀଲ୍". ପ୍ରମେୟ. No. ତାରକା ଦୁନିଆ. 7 June 2023. p. ୨୫. Archived from the original on 3 October 2023. Retrieved 3 October 2023.
- ↑ Sahari Bagha Movie: Showtimes, Review, Trailer, Posters, News & Videos | eTimes, retrieved 2022-12-30
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସହରୀ ବାଘ