ନନ୍ଦନ
ଦେଖଣା
ନନ୍ଦନ | |
---|---|
ନିର୍ଦ୍ଦେଶକ | ଅପୂର୍ବ କିଶୋର ବୀର[୧] |
ପ୍ରଯୋଜକ | ଶିଶୁ ଚଳଚ୍ଚିତ୍ର ସମିତି |
ସଂଳାପ | ଅପୂର୍ବ କିଶୋର ବୀର |
କଳାକାର | ସୌଭାଗ୍ୟ ଚନ୍ଦନ ଶତପଥୀ |
ମୁକ୍ତିଲାଭ ତାରିଖ | ୧୯୯ |
ଦେଶ | ଭାରତ |
ଭାଷା | ଓଡ଼ିଆ ଭାଷା |
ନନ୍ଦନ ୧୯୯୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର ।[୨] ଅପୂର୍ବ କିଶୋର ବୀର ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲି ଓ ନିର୍ଦ୍ଦେଶନା କରିଥିଲେ ।[୩] ୧୯୯୯ ମସିହାରେ ଏହି ଚଳଚ୍ଚିତ୍ରଟି, ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।[୪] ସୌଭାଗ୍ୟ ଚନ୍ଦନ ଶତପଥୀ ମୁଖ୍ୟ ଚଳଚ୍ଚିତ୍ର ଚନ୍ଦନ ଭୂମିକାର ଅଭିନୟ କରିଥିଲେ ।[୫]
କାହାଣୀ
[ସମ୍ପାଦନା]ଚଳଚ୍ଚିତ୍ରର ମୁଖ୍ୟ ନାୟକ ନନ୍ଦନ ନାମକ ଏକ ୧୨ବର୍ଷର ବାଳକ ।[୬] ନନ୍ଦନର ଏକ ଖେଳନା କାର ପାଇବାର ଇଚ୍ଚା ଓ ସେଥିପାଇଁ ସେ କରିଥିବା କାମର ପରିଣାମ ଏହି ଚଳଚ୍ଚିତ୍ରରେ ଦର୍ଶା ଯାଇଛି ।[୭]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର - ୧୯୯୯(ଜାତୀୟ ଚଳଚ୍ଚିତ୍ର ପୁରସ୍କାର)
ଆଧାର
[ସମ୍ପାଦନା]- ↑ PUBLICATIONS DIVISION. MASS MEDIA 2001. Publications Division Ministry of Information & Broadcasting. pp. 173–. ISBN 978-81-230-3014-2.
- ↑ "Nandan". /timesofindia.indiatimes.com. The Times of India. Retrieved 19 August 2019.
- ↑ My Name is Today: Children in News. Butterflies. 1999.
- ↑ Manorama Year Book. Manorama Publishing House. 2000.
- ↑ "Children's films may finally be coming of age in India". www.indiatoday.in. india today. Retrieved 19 August 2019.
- ↑ India Today International. Living Media India Limited. 1999.
- ↑ BIBEKANANDA RAY. Conscience of The Race. Publications Division Ministry of Information & Broadcasting. pp. 248–. ISBN 978-81-230-2661-9.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନନ୍ଦନ