ପାହାଡ଼ର ଲୁହ

ଉଇକିପିଡ଼ିଆ‌ରୁ
ପାହାଡ଼ର ଲୁହ‌
ନିର୍ଦ୍ଦେଶକସବ୍ୟସାଚୀ ମହାପାତ୍ର
ପ୍ରଯୋଜକସୁଶାନ୍ତ କୁମାର ମହାପାତ୍ର
ସଂଳାପସବ୍ୟସାଚୀ ମହାପାତ୍ର
ସଙ୍ଗୀତରମେଶ କୁମାର
ଚିତ୍ରଗ୍ରହଣକୁମାର ଚୋଡ଼ଗଙ୍ଗ
ମୁକ୍ତିଲାଭ ତାରିଖ
୨୦୧୫
କଥାଚିତ୍ରର ସମୟ
୭୭ ମିନିଟ
ଦେଶଭାରତ
ଭାଷାକୋଶଳୀ ଭାଷା

ପାହାଡ଼ର ଲୁହ (ଇଂରାଜୀ: Tears of mountain) ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ କୋଶଳୀ ଭାଷାର ଚଳଚ୍ଚିତ୍ର । ସବ୍ୟସାଚୀ ମହାପାତ୍ର ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ ଥିଲେ ।[୧][୨] ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଏହି ଚଳଚ୍ଚିତ୍ରଟି ''ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର'' ପୁରସ୍କାର ଲାଭ କରିଥିଲା ।[୩][୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଚଳଚ୍ଚିତ୍ରଟି, କୋରାପୁଟ ଜିଲ୍ଲାରେଔଦଗୀକରଣ ଯୋଗୁ ପରଜା ଜନଜାତୀ ଲୋକଙ୍କର ବିସ୍ଥାପନ ଜନୀତ ସମସ୍ୟା ଉପରେ ପର୍ଯ୍ୟବସିତ ଥିଲା । ନିୟମଗିରୀ ପର୍ବତମାଳାରେ ଚାଲିଥିବା ବ୍ୟାପକ ମାଇନିଂ ଓ ସେଠାକାର ଜନଜାତୀମାନଙ୍କର ବିଦ୍ରୋହ ଏହି ଚଳଚ୍ଚିତ୍ରରେ ଦର୍ଶା ଯାଇଥିଲା ।[୫]

ପ୍ରଯୋଜନା[ସମ୍ପାଦନା]

୧୯୯୦ ମସିହାରୁ ଏହି ଚଳଚ୍ଚିତ୍ରରେ କାମ ଆରମ୍ଭ କରାଯାଇଥିଲା । କିନ୍ତୁ କୌଣସି ଅସୁବିଧା ବଶତଃ କାମ ୨୫ବର୍ଷ ଧରି ବନ୍ଦ ରହିଥିଲା ଓ ୨୦୧୫ ମସିହା ଜୁନ ମସିହାରେ ପୁଣି କାମ ଆରମ୍ଭ ହୋଇଥିଲା । ନିର୍ଦ୍ଦେଶକ ସବ୍ୟସାଚୀ, ସମସ୍ତ ଜୀବିତ କଳାକାର ଓ ଆଗରୁ ସୁଟିଂ ସରିଥିବା ଦୃଶ୍ୟ ଚଳଚ୍ଚିତ୍ରରେ ରଖିଥିଲେ ।[୬] ଚଳଚ୍ଚିତ୍ରଟି ମୁଖ୍ୟତଃ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ସୁଟିଂ କରାଯାଇଥିଲା ।[୭][୮]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର - ୨୦୧୫ (ଜାତୀୟ ଚଳଚ୍ଚିତ୍ର ଉତ୍ସବ)[୯]
  • ଶ୍ରେଷ୍ଠ ଚଳଚ୍ଚିତ୍ର (ଜୁରୀ ସମ୍ମାନ) - ୨୦୧୫ (ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)
  • ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର - ନାସିକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର[୧୦]

ଆଧାର[ସମ୍ପାଦନା]

  1. Flora. "25-year-old dream come true for 'Pahada Ra Luha' director Sabyasachi Mohapatra | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-03-03.
  2. "Odia movie 'Pahada Ra Luha' wins 'Best Odia Film' award at 63rd National Film Awards 2016". Incredible Orissa (in ଆମେରିକୀୟ ଇଂରାଜୀ). 2016-03-28. Retrieved 2019-03-03.
  3. "'Pahada Ra Luha' wins National Award as Best Odia Film". Odisha Tv. 28 March 2016. Retrieved 29 March 2016.
  4. "Another feather in Mohapatra's plumed cap". Orissa POST (in ଆମେରିକୀୟ ଇଂରାଜୀ). 2016-03-28. Retrieved 2019-03-03.
  5. Pramathes, Pramit. "'Pahada Ra Luha' Awarded as Best Odia Film | Odisha Samaya" (in ଆମେରିକୀୟ ଇଂରାଜୀ). Retrieved 2019-03-02.
  6. "National awards for two filmmakers from Odisha". The Times of India. Retrieved 2019-03-02.
  7. "Another feather in Mohapatra's plumed cap". Orissa POST (in ଆମେରିକୀୟ ଇଂରାଜୀ). 2016-03-28. Retrieved 2019-03-02.
  8. "Pahada ra luha shooting resumes". Incredible Orissa (in ଆମେରିକୀୟ ଇଂରାଜୀ). 2016-03-28. Retrieved 2019-03-02.
  9. "National awards for two filmmakers from Odisha - Times of India". The Times of India. Retrieved 2019-03-02.
  10. Bureau, Odisha Sun Times. "'Pahada Ra Luha' gets top award in Nasik International Film Festival" (in ଆମେରିକୀୟ ଇଂରାଜୀ). Retrieved 2019-03-02.