ମୁଁ ଗୋଟେ ଦୁଷ୍ଟ ପିଲା

ଉଇକିପିଡ଼ିଆ‌ରୁ
ମୁଁ ଗୋଟେ ଦୁଷ୍ଟ ପିଲା
ନିର୍ଦ୍ଦେଶକଅଶୋକ ମଲ୍ଲିକ୍
ପ୍ରଯୋଜକଝରଣ ମଲ୍ଲିକ୍, ସୁରଜ କୁମାର
ସଂଳାପଅଶୋକ ମଲ୍ଲିକ୍
ଚିତ୍ରନାଟ୍ୟଅଶୋକ ମଲ୍ଲିକ୍
କାହାଣୀଅଶୋକ ମଲ୍ଲିକ୍
କଳାକାରଅଶୋକ ମଲ୍ଲିକ୍
ଦୁଷ୍ମନ୍ତ ପଣ୍ଡା
ଝାନ୍‌ସୀ
ଅସିତ ପତି
ବନମାଳୀ ପାଣ୍ଡିଆ
ବ୍ରଜ ସିଂହ
ସଙ୍ଗୀତବିଦ୍ୟାଧର ସାହୁ
ଚିତ୍ରଗ୍ରହଣପ୍ରଦୀପ
ଶୁଭମ
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୦ ନଭେମ୍ବର ୨୦୧୭[୧]
ଦେଶ ଭାରତ
ଭାଷାଓଡ଼ିଆ

ମୁଁ ଗୋଟେ ଦୁଷ୍ଟ ପିଲା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଝରଣ ମଲ୍ଲିକ୍ ଏବଂ ସୁରଜ କୁମାର । ଅଶୋକ ମଲ୍ଲିକ୍ ଏହି କଥାଚିତ୍ରଟିର କାହାଣୀ, ସଂଳାପ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫] ସଙ୍ଗୀତ ନିର୍ଦ୍ଦେଶକ ବିଦ୍ୟାଧର ସାହୁ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅଶୋକ ମଲ୍ଲିକ୍, ଦୁଷ୍ମନ୍ତ ପଣ୍ଡା, ଝାନସୀ[୬], ଦିବ୍ୟା, ରାନୀ, ଅସିତ ପତି, ବନମାଳୀ ପାଣ୍ଡିଆ, ଥିନ୍‌, ବ୍ରଜ ସିଂହ, ଦେବୀ ବାରିକ ଆଦି କଳାକାମାନେ ଅଭିନୟ କରିଥିଲେ ।[୭]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟାଧର ସାହୁ ।[୭] ମୋହିତ ଚକ୍ରବର୍ତ୍ତୀ ଏବଂ ଆଲୋକ ଦେବ୍ ଏହି କଥାଚିତ୍ରଟିର ଗୀତ ଗୁଡ଼ିକ ରଚନା କରିଥିଲେ । ନନ୍ଦିତା ଭଞ୍ଜ, ସଞ୍ଜୁ ମହାନ୍ତି, ମୋନାଲିସା, ସୌରଭ, ପ୍ରଦୀପ ପଲାଇ, ମାଧବ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୧୦]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମୁଁ ଗୋଟେ ଦୁଷ୍ଟ ପିଲା" 
2."ଝଡ଼ ଆସିଲେ ବି" 
3."ହ‌ମେଁ ତୁମ୍‌ସେ ପ୍ୟାର ହୋଗୟା" 
4."ଝାପ୍‌ସା ଚେହେରା" 
5."ଆରେ ମୋର ଦିୱାନୀ" 
6."ଚାରି ଟଙ୍କିଆ କାନଫୁଲ" 

ଆଧାର[ସମ୍ପାଦନା]

  1. "ଆଜି ମୁକ୍ତିଲାଭ କରୁଛି 'ମୁଁ ଗୋଟେ ଦୁଷ୍ଟପିଲା'". sambad.in. 10November 2017. Retrieved 11 November 2017. {{cite news}}: Check date values in: |date= (help)
  2. "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ?". sambad.in. 31 December 2017. Retrieved 1 February 2018.
  3. "ନଭେମ୍ବର ୩ରେ ରିଲିଜ୍‌ ହେବ ' ମୁଁ ଗୋଟେ ଦୁଷ୍ଟ ପିଲା '!". sambad.in. 15 October 2017. Retrieved 18 October 2017.
  4. "ଜେଲ ଫେରନ୍ତା ଅଶୋକ କୁମାର ଏବେ ଗୋଟେ ଦୁଷ୍ଟ ପିଲା". sambad.in. 17 October 2016. Archived from the original on 21 October 2017. Retrieved 18 October 2017.
  5. "Mahurat of Mu Abhinetree held inside Kalinga Studio". The Times of India. 2020-03-16. ISSN 0971-8257. Retrieved 2023-10-07.
  6. "ଏହି ଓଲିଉଡ୍‌ ନାୟକ କହୁଛନ୍ତି 'ଚାହିଁଥିବି ତତେ ହଜାରେ ବରଷ' | Sambad". Sambad. 31 August 2018. Retrieved 31 August 2018.
  7. ୭.୦ ୭.୧ "କେବେ ରିଲିଜ୍‌ ହେବ 'ମୁଁ ଗୋଟେ ଦୁଷ୍ଟ ପିଲା' ?". sambad.in. 18 June 2017. Archived from the original on 21 October 2017. Retrieved 18 October 2017.
  8. "ଚର୍ଚ୍ଚାରେ 'ମୁଁ ଗୋଟେ ଦୁଷ୍ଟପିଲା'ର ବର୍ଷା ଗୀତ !". ସମ୍ବାଦ. 27 October 2017. Retrieved 27 October 2017.
  9. "ଦୁଇ ଜଣଙ୍କ ସହ ରୋମାନ୍‌ସ କରୁଛନ୍ତି ଏହି ଓଲିଉଡ ନାୟକ". sambad.in. 24 May 2018. Retrieved 6 June 2018.
  10. "Mun Gote Dusta Pila – Grand Audio Released". E News ଓଡ଼ିଆ. 26 November 2016. Retrieved 18 October 2017.

ବାହାର ଆଧାର[ସମ୍ପାଦନା]