ଲଭ୍ ହେଲା ଏମିତି
ଦେଖଣା
ଲଭ୍ ହେଲା ଏମିତି | |
---|---|
ନିର୍ଦ୍ଦେଶକ | ଲଳିତ୍ କୁମାର ତ୍ରିପାଠୀ |
ପ୍ରଯୋଜକ | ଏସ୍. ଏମ୍. ଅଗ୍ରୱାଲ |
ସଂଳାପ | ଡଃ ନିର୍ମଳ ନାୟକ |
ଚିତ୍ରନାଟ୍ୟ | ଲଳିତ୍ କୁମାର ତ୍ରିପାଠୀ |
କାହାଣୀ | ଏସ୍. ଅଗ୍ରୱାଲ |
କଳାକାର | ଇଲୁ ବାନାର୍ଜୀ, ଅଶୋକ ଦାସ, ଡିମ୍ପଲ, ସୋମେଶ ମହାନ୍ତି |
ସଙ୍ଗୀତ | ଅଭିଜିତ ମଜୁମଦାର |
ମୁକ୍ତିଲାଭ ତାରିଖ | ୧ ଫେବୃଆରୀ ୨୦୧୩[୧][୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲଭ୍ ହେଲା ଏମିତି, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୩] ଏସ୍. ଏମ୍. ଅଗ୍ରୱାଲ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୪] ଡଃ ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଲଳିତ୍ କୁମାର ତ୍ରିପାଠୀ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଇଲୁ ବାନାର୍ଜୀ, ଅଶୋକ ଦାସ, ସୋମେଶ ମହାନ୍ତି, ଡିମ୍ପଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ଇଲୁ ବାନାର୍ଜୀ
- ଅଶୋକ ଦାସ
- ଡିମ୍ପଲ
- ସୋମେଶ ମହାନ୍ତି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୪]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଭଅଁର ପାଇଁ ମୁଁ" | |
2. | "ହେ ଇଶ୍ୱର" | |
3. | "ମହୁଲ ଫୁଲ" | |
4. | "ନଦୀକୁ କେତେ ସାଗର" | |
5. | "ସୁନା ଚଢ଼େଇର" | |
6. | "ତୋ ପାଇଁ ନିଦ ଗଲା" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Love Hela Emiti Reviews". Odia Live. 2 February 2013. Retrieved 8 October 2017.
- ↑ "Love Hela Emiti releases today". Incredible Orissa. 1 February 2013. Retrieved 8 October 2017.
- ↑ "Odia Film Calender 2013". Odia Live. Retrieved 8 October 2017.
- ↑ ୪.୦ ୪.୧ "Love Emiti Hela new oriya movie". Incredible Orissa. 30 September 2012. Retrieved 8 October 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ହେଲା ଏମିତି