ଜହ୍ନର ପାହାଡ଼
ଜହ୍ନର ପାହାଡ଼ | |
---|---|
ନିର୍ଦ୍ଦେଶକ | କମଳେଶ୍ୱର ମୁଖାର୍ଜୀ ବସନ୍ତ ସାହୁ (ଡବିଂ ନିର୍ଦ୍ଦେଶକ) |
ପ୍ରଯୋଜକ | ମହେନ୍ଦ୍ର ସୋନୀ, ଶ୍ରୀକାନ୍ତ ମେହେଟା |
କାହାଣୀ | ବିଭୂତିଭୂଷଣ ବନ୍ଦୋପାଧ୍ୟାୟ |
ମୂଳ ଆଧାର | ଚାନ୍ଦର ପାହାର (ବଙ୍ଗଳା ଉପନ୍ୟାସ) |
କଳାକାର | ଦେବ, ଗେରାର୍ଦ ରୁଦୋଲ୍ଫ, ମାର୍ତୀନ ଚିଟ୍ଟୋ ଓଟ୍ଟୋ, ନବୀଲ ଖାନ, ପୌଲ ଡିଚଫିଲ୍ଡ, ଏଣ୍ଡ୍ର୍ୟୁ ଷ୍ଟୋକ, ଲାବୋନୀ ସରକାର, ତମଳା ରାୟ |
ସଙ୍ଗୀତ | ଇନ୍ଦ୍ରଦୀପ ଦାସ ଗୁପ୍ତା, ଦେବଜ୍ୟୋତି ମିଶ୍ର |
ଚିତ୍ରଗ୍ରହଣ | ସୌମିକ ହଳଧର |
ସମ୍ପାଦକ | ରବିରଞ୍ଜନ ମୈତ୍ର |
ମୁକ୍ତିଲାଭ ତାରିଖ | ୧୩ ଫେବୃଆରୀ ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧୫ କୋଟି |
ଜହ୍ନର ପାହାଡ଼, ଓଡ଼ିଆ ଭାଷାରେ ମୁକ୍ତିଲାଭ କରିଥିବା ୨୦୧୩ର ଏକ ବଙ୍ଗଳା କଥାଚିତ୍ର । ଏହି କଥାଚିତ୍ରଟି ଓଡ଼ିଶାରେ ୧୩ ଫେବୃଆରୀ ୨୦୧୫ରେ ମୁକ୍ତିଲାଭ କରିଥିଲା ।[୧] ଏହି କଥାଚିତ୍ରର କାହାଣୀ ବିଭୂତିଭୂଷଣ ବନ୍ଦୋପାଧ୍ୟାୟଙ୍କ ରଚିତ ଉପନ୍ୟାସ 'ଚାନ୍ଦର ପାହାର' ଉପରେ ପର୍ଯ୍ୟବେଷିତ ।[୨] ବଙ୍ଗଳାରେ ଏହି କଥାଚିତ୍ରରର ନିର୍ଦ୍ଦେଶନା ଦେଇଥିଲେ କମଳେଶ୍ୱର ମୁଖାର୍ଜୀ[୩] ଏବଂ ଓଡ଼ିଆରେ ଏହାର ଡବିଂ ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ ।[୪] ମହେନ୍ଦ୍ର ସୋନୀ ଏବଂ ଶ୍ରୀକାନ୍ତ ମେହେଟା ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ । ଇନ୍ଦ୍ରଦୀପ ଦାସ ଗୁପ୍ତା ଏବଂ ଦେବଜ୍ୟୋତି ମିଶ୍ର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୫]
ଦେବ, ଗେରାର୍ଦ ରୁଦୋଲ୍ଫ, ମାର୍ତୀନ ଚିଟ୍ଟୋ ଓଟ୍ଟୋ, ନବୀଲ ଖାନ, ପୌଲ ଡିଚଫିଲ୍ଡ, ଏଣ୍ଡ୍ର୍ୟୁ ଷ୍ଟୋକ, ଲାବୋନୀ ସରକାର, ତମଳା ରାୟ ଆଦି କଳାକାରମାନେ ଏହି କଥାଚିତ୍ରରେ ଅଭିନୟ କରିଥିଲେ । ବୁଦ୍ଧାଦିତ୍ୟ ମହାନ୍ତି, ବିଜୟ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରର ଓଡ଼ିଆ ଡବିଂରେ ସ୍ୱର ଦେଇଥିଲେ ।[୩][୫]
ଅଭିନୟ
[ସମ୍ପାଦନା]- ଦେବ
- ଗେରାର୍ଦ ରୁଦୋଲ୍ଫ
- ମାର୍ତୀନ ଚିଟ୍ଟୋ ଓଟ୍ଟୋ
- ନବୀଲ ଖାନ
- ପୌଲ ଡିଚଫିଲ୍ଡ
- ଏଣ୍ଡ୍ର୍ୟୁ ଷ୍ଟୋକ
- ଲାବୋନୀ ସରକାର
- ତମଳା ରାୟ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଇନ୍ଦ୍ରଦୀପ ଦାସ ଗୁପ୍ତା ଏବଂ ଦେବଜ୍ୟୋତି ମିଶ୍ର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୫]
ଆଧାର
[ସମ୍ପାଦନା]- ↑ "Janhara Pahada Odia Movie mp3 songs, video, poster". OdiaOdisha.com. 10 February 2015. Archived from the original on 23 August 2017. Retrieved 20 August 2017.
- ↑ "Janhara Pahada Odia Film". apnafilms.com. 2 February 2015. Retrieved 20 August 2017.
- ↑ ୩.୦ ୩.୧ "Janhara Pahada – The Odia Version of most Expensive Bengali Film Chander Pahar". New Odisha. 10 February 2015. Archived from the original on 23 August 2017. Retrieved 20 August 2017.
{{cite news}}
:|first=
missing|last=
(help) - ↑ "Janhara Pahada- Odia version of Chander Pahar Movie". Incredible Orissa. 8 February 2015. Retrieved 20 August 2017.
- ↑ ୫.୦ ୫.୧ ୫.୨ "Janhara Pahada (Dubbed)". Odia Movie Database. Archived from the original on 19 July 2017. Retrieved 11 August 2017.