Jump to content

"ଏକ୍ସକ୍ୟୁଜ ମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଗୀତ
ଟିକେNo edit summary
୨୬ କ ଧାଡ଼ି: ୨୬ କ ଧାଡ଼ି:
}}
}}


'''ଏକ୍ସକ୍ୟୁଜ ମି''', ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋଙ୍କ ଦାଶ । ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର କାହଣୀ ଓ ସଂଳାପ ରଚନା କରିଥିଲେ । ରମେଶ ଦାଶ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
'''ଏକ୍ସକ୍ୟୁଜ ମି''', ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋନକ ଦାଶ ।<ref name="Odia Film EXCUSE ME">{{cite news |title=Odia Film EXCUSE ME going to be hit the theater in the month of July |url=http://www.odishanewstimes.com/2018/07/02/odia-film-excuse-me-going-to-be-hit-the-theater-in-the-month-of-july/ |accessdate=31 August 2018 |work=Odisha News Times |date=2 July 2018}}</ref> ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର କାହଣୀ ଓ ସଂଳାପ ରଚନା କରିଥିଲେ ।<ref name="Odia Film EXCUSE ME"/> ରମେଶ ଦାଶ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref name="Odia Film EXCUSE ME"/> ଲୁବୁନ ଟୁବୁନ ଓ ଅମିତ ଏହି କଥାଚିତ୍ରଟିର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।<ref name="Odia Film EXCUSE ME"/>


ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୋନକ ଦାସ ଓ ମେଘା ମହାନ୍ତି । ମିହିର ଦାସ, ଅନୀତା ଦାସ, ସଲିଲ ମିତ୍ର, ସରୋଜ ଦାସ, ବୀଣା ମହାରଣା, ଧୀର ମଲ୍ଲିକ, ବୈଶାଳୀ, କାଳିଆ, ରବି ମିଶ୍ର, ଟନିଆ, ଭବାନୀ, ଅର୍ପଣ, ଶର୍ମିଷ୍ଠା ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୋନକ ଦାସ ଓ ମେଘା ମହାନ୍ତି । ମିହିର ଦାସ, ଅନୀତା ଦାସ, ସଲିଲ ମିତ୍ର, ସରୋଜ ଦାସ, ବୀଣା ମହାରଣା, ଧୀର ମଲ୍ଲିକ, ବୈଶାଳୀ, କାଳିଆ, ରବି ମିଶ୍ର, ଟନିଆ, ଭବାନୀ, ଅର୍ପଣ, ଶର୍ମିଷ୍ଠା ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="Odia Film EXCUSE ME"/>


==ଅଭିନୟ==
==ଅଭିନୟ==
୫୦ କ ଧାଡ଼ି: ୫୦ କ ଧାଡ଼ି:


==ଗୀତ ଏବଂ ସଙ୍ଗୀତ==
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ଦେବୀଦତ୍ତ ମହାନ୍ତି, ସଞ୍ଜୟ ମହାକୁଳ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବ୍ରତ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ।<ref name="Odia Film EXCUSE ME"/> ଦେବୀଦତ୍ତ ମହାନ୍ତି, ସଞ୍ଜୟ ମହାକୁଳ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତ ରଚନା କରିଥିଲେ ।<ref name="Odia Film EXCUSE ME"/> ସୁବ୍ରତ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।


===ଗୀତ===
===ଗୀତ===

୨୨:୧୭, ୩୧ ଅଗଷ୍ଟ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଏକ୍ସକ୍ୟୁଜ ମି
ନିର୍ଦ୍ଦେଶକଉମେଶ ଦାଶ
ପ୍ରଯୋଜକରୋନକ ଦାଶ
ସଂଳାପସଞ୍ଜୟ ମହାକୁଳ
ଚିତ୍ରନାଟ୍ୟଉମେଶ ଦାଶ
କାହାଣୀସଞ୍ଜୟ ମହାକୁଳ
କଳାକାରରୋନକ ଦାସ
ମେଘା ମହାନ୍ତି
ମିହିର ଦାସ
ଅନୀତା ଦାସ
ସଲିଲ ମିତ୍ର
ସରୋଜ ଦାସ
ବୀଣା ମହାରଣା
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣମଲ୍ଲିକାର୍ଜୁନ
ସମ୍ପାଦକସୌମ୍ୟ ସୋଭନ ନାୟକ
ମୁକ୍ତିଲାଭ ତାରିଖ
୨୦ ଜୁଲାଇ ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ଏକ୍ସକ୍ୟୁଜ ମି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋନକ ଦାଶ ।[] ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର କାହଣୀ ଓ ସଂଳାପ ରଚନା କରିଥିଲେ ।[] ରମେଶ ଦାଶ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[] ଲୁବୁନ ଟୁବୁନ ଓ ଅମିତ ଏହି କଥାଚିତ୍ରଟିର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୋନକ ଦାସ ଓ ମେଘା ମହାନ୍ତି । ମିହିର ଦାସ, ଅନୀତା ଦାସ, ସଲିଲ ମିତ୍ର, ସରୋଜ ଦାସ, ବୀଣା ମହାରଣା, ଧୀର ମଲ୍ଲିକ, ବୈଶାଳୀ, କାଳିଆ, ରବି ମିଶ୍ର, ଟନିଆ, ଭବାନୀ, ଅର୍ପଣ, ଶର୍ମିଷ୍ଠା ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

  • ରୋନକ ଦାସ
  • ମେଘା ମହାନ୍ତି
  • ମିହିର ଦାସ
  • ଅନୀତା ଦାସ
  • ସଲିଲ ମିତ୍ର
  • ସରୋଜ ଦାସ
  • ବୀଣା ମହାରଣା
  • ଧୀର ମଲ୍ଲିକ
  • ବୈଶାଳୀ
  • କାଳିଆ
  • ରବି ମିଶ୍ର
  • ଟନିଆ
  • ଭବାନୀ
  • ଅର୍ପଣ
  • ଶର୍ମିଷ୍ଠା

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ।[] ଦେବୀଦତ୍ତ ମହାନ୍ତି, ସଞ୍ଜୟ ମହାକୁଳ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତ ରଚନା କରିଥିଲେ ।[] ସୁବ୍ରତ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."କେମିତି କେମିତି"   
2."ଓଭର୍‌ଫ୍ଲୋ"ସଞ୍ଜୟ ମହାକୁଳଅସୀମା ପଣ୍ଡା 
3."ସାଙ୍ଗ ବାହାଘର ଆଜି"ସଞ୍ଜୟ ମହାକୁଳସୁବ୍ରତ 

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Odia Film EXCUSE ME going to be hit the theater in the month of July". Odisha News Times. 2 July 2018. Retrieved 31 August 2018.

ବାହାର ଆଧାର