"କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
No edit summary |
||
୨୭ କ ଧାଡ଼ି: | ୨୭ କ ଧାଡ଼ି: | ||
}} |
}} |
||
'''କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍''', ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ରିଷ୍ଣା ରେଡ୍ଡୀ । ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ପ୍ରଥମ ସଂସ୍କରଣରେ ବିଜୟୀ ହୋଇଥିବା ଓଡ଼ିଶାର ନୃତ୍ୟଶିଳ୍ପୀ ସଂଘ ପ୍ରିନ୍ ଡ୍ୟାନ୍ସ ଗ୍ରୁପର ସଂଘର୍ଷମୟ କାହାଣୀ ଉପରେ ପର୍ଯ୍ୟବେଷିତ ଏହି ଚଳଚ୍ଚିତ୍ରଟି ।<ref name="Krishna New Odia Movie of Odisha's Prince Dance Group">{{cite news|title=Krishna New Odia Movie of Odisha's Prince Dance Group|url=http://incredibleorissa.com/krishna-odia-movie/|accessdate=19 November 2017|newspaper=Incredible Orissa|date=16 November 2017}}</ref> ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟ ଶିକ୍ଷକ କ୍ରିଷ୍ଣା ରେଡ୍ଡୀ ଏହି ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା |
'''କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍''', ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ରିଷ୍ଣା ରେଡ୍ଡୀ । ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ପ୍ରଥମ ସଂସ୍କରଣରେ ବିଜୟୀ ହୋଇଥିବା ଓଡ଼ିଶାର ନୃତ୍ୟଶିଳ୍ପୀ ସଂଘ ପ୍ରିନ୍ ଡ୍ୟାନ୍ସ ଗ୍ରୁପର ସଂଘର୍ଷମୟ କାହାଣୀ ଉପରେ ପର୍ଯ୍ୟବେଷିତ ଏହି ଚଳଚ୍ଚିତ୍ରଟି ।<ref name="Krishna New Odia Movie of Odisha's Prince Dance Group">{{cite news|title=Krishna New Odia Movie of Odisha's Prince Dance Group|url=http://incredibleorissa.com/krishna-odia-movie/|accessdate=19 November 2017|newspaper=Incredible Orissa|date=16 November 2017}}</ref> ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟ ଶିକ୍ଷକ କ୍ରିଷ୍ଣା ରେଡ୍ଡୀ ଏହି ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ । ଚଳଚ୍ଚିତ୍ରଟିର ସଂଳାପ କ୍ରିଷ୍ଣାଙ୍କ ସହ ଚନ୍ଦନ କୁମାର ରଚନା କରିଥିଲେ ।<ref name="Mahurat of odia film Krishna was held recently"> କ୍ରିଷ୍ଣା ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । କ୍ରିଷ୍ଣା ଏବଂ ସାଇ ଲଖଣ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।<ref name="ନୃତ୍ୟଶିଳ୍ପୀର କାହାଣୀ">{{cite news|title=ନୃତ୍ୟଶିଳ୍ପୀର କାହାଣୀ|url=http://samajaepaper.in/epaperimages/19112017/19112017-md-sn-8/18112017205736892.jpg|accessdate=19 November 2017|newspaper=[[ସମାଜ]]|date=19 November 2017}}</ref> |
||
ଏହି କଥାଚିତ୍ରଟିରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ସମସ୍ତ କଳାକର ସମେତ କିଛି ବାହାର କଳାକାର ମଧ୍ୟ ଅଭିନୟ କରିଥିଲେ । ମୁଖ୍ୟ ଭୂମିକାରେ କ୍ରିଷ୍ଣା ଅଭିନୟ କରିଥିଲେ ଏବଂ ନାୟିକା ଭୂମିକାରେ ସୂର୍ଯ୍ୟମୟୀ ଅଭିନୟ କରିଥିଲେ ।<ref name="ନୃତ୍ୟଶିଳ୍ପୀର କାହାଣୀ"/> ସୂର୍ଯ୍ୟମୟୀ ପ୍ରଥମେ ଏହି ଡ୍ୟାନ୍ସ ଗ୍ରୁପ୍ର ଜଣେ ସଦସ୍ୟା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।<ref>{{cite news|title=Krishna New Odia movie on Odishas Prince Dance Group-2017|url=http://www.nuaodisha.com/ContentDetails.aspx?cid=23369&todo=news|accessdate=19 November 2017|newspaper=www.nuaodisha.com|date=16 November 2017}}</ref> |
ଏହି କଥାଚିତ୍ରଟିରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ସମସ୍ତ କଳାକର ସମେତ କିଛି ବାହାର କଳାକାର ମଧ୍ୟ ଅଭିନୟ କରିଥିଲେ । ମୁଖ୍ୟ ଭୂମିକାରେ କ୍ରିଷ୍ଣା ଅଭିନୟ କରିଥିଲେ ଏବଂ ନାୟିକା ଭୂମିକାରେ ସୂର୍ଯ୍ୟମୟୀ ଅଭିନୟ କରିଥିଲେ ।<ref name="ନୃତ୍ୟଶିଳ୍ପୀର କାହାଣୀ"/> ସୂର୍ଯ୍ୟମୟୀ ପ୍ରଥମେ ଏହି ଡ୍ୟାନ୍ସ ଗ୍ରୁପ୍ର ଜଣେ ସଦସ୍ୟା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।<ref>{{cite news|title=Krishna New Odia movie on Odishas Prince Dance Group-2017|url=http://www.nuaodisha.com/ContentDetails.aspx?cid=23369&todo=news|accessdate=19 November 2017|newspaper=www.nuaodisha.com|date=16 November 2017}}</ref> |
||
୩୯ କ ଧାଡ଼ି: | ୩୯ କ ଧାଡ଼ି: | ||
==ଗୀତ ଏବଂ ସଙ୍ଗୀତ== |
==ଗୀତ ଏବଂ ସଙ୍ଗୀତ== |
||
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କ୍ରିଷ୍ଣା ଏବଂ ସାଇ ଲଖଣ । କୁମାର ଶ୍ରୀ ସାହୁ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଏହି କଥାଚିତ୍ରଟିରେ ବନ୍ଦେ ଉତ୍କଳ ଜନନୀ ଏବଂ ବନ୍ଦେ ମାଆତରମ୍ ଭଳି ଗୀତକୁ ସ୍ଥାନିତ କରାଯାଇଥିଲା । କ୍ରିଷ୍ଣା ବେଉରା, [[ଅନନ୍ୟା ଶ୍ରୀତମ ନନ୍ଦ]] ଭଳି କଣ୍ଠଶିଳ୍ପୀମାନେ ଏହି କତାଚିତ୍ରଟିରେ କଣ୍ଠଦାନ କରିଥିଲେ ।<ref name="Krishna New Odia Movie of Odisha's Prince Dance Group"/> |
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କ୍ରିଷ୍ଣା ଏବଂ ସାଇ ଲଖଣ ।<ref name="Mahurat of odia film Krishna was held recently">{{cite news|title=Mahurat of odia film Krishna was held recently|url=http://www.odishanewstimes.com/2017/11/13/mahurat-of-odia-film-krishna-was-held-recently/|accessdate=19 November 2017|newspaper=Odisha News Times|date=14 November 2017}}</ref> କୁମାର ଶ୍ରୀ ସାହୁ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଏହି କଥାଚିତ୍ରଟିରେ ବନ୍ଦେ ଉତ୍କଳ ଜନନୀ ଏବଂ ବନ୍ଦେ ମାଆତରମ୍ ଭଳି ଗୀତକୁ ସ୍ଥାନିତ କରାଯାଇଥିଲା । କ୍ରିଷ୍ଣା ବେଉରା, [[ଅନନ୍ୟା ଶ୍ରୀତମ ନନ୍ଦ]] ଭଳି କଣ୍ଠଶିଳ୍ପୀମାନେ ଏହି କତାଚିତ୍ରଟିରେ କଣ୍ଠଦାନ କରିଥିଲେ ।<ref name="Krishna New Odia Movie of Odisha's Prince Dance Group"/> |
||
===ଗୀତ=== |
===ଗୀତ=== |
୧୩:୪୪, ୧୯ ନଭେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍ | |
---|---|
ନିର୍ଦ୍ଦେଶକ | କ୍ରିଷ୍ଣା ରେଡ୍ଡୀ |
ପ୍ରଯୋଜକ | କ୍ରିଷ୍ଣା ରେଡ୍ଡୀ |
ସଂଳାପ | (ସଂଳାପ): କ୍ରିଷ୍ଣା ରେଡ୍ଡୀ, ଚନ୍ଦନ କୁମାର |
ଚିତ୍ରନାଟ୍ୟ | କ୍ରିଷ୍ଣା ରେଡ୍ଡୀ |
କାହାଣୀ | କ୍ରିଷ୍ଣା ରେଡ୍ଡୀ |
କଳାକାର | କ୍ରିଷ୍ଣା ରେଡ୍ଡୀ, ସୂର୍ଯ୍ୟମୟୀ, ସୋମେଶ୍ୱର ରେଡ୍ଡୀ |
ସଙ୍ଗୀତ | କ୍ରିଷ୍ଣା ରେଡ୍ଡୀ, ସାଇ ଲଖଣ |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ସୋମ୍ୟ ଶୋଭନ ନାୟକ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍, ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ରିଷ୍ଣା ରେଡ୍ଡୀ । ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ପ୍ରଥମ ସଂସ୍କରଣରେ ବିଜୟୀ ହୋଇଥିବା ଓଡ଼ିଶାର ନୃତ୍ୟଶିଳ୍ପୀ ସଂଘ ପ୍ରିନ୍ ଡ୍ୟାନ୍ସ ଗ୍ରୁପର ସଂଘର୍ଷମୟ କାହାଣୀ ଉପରେ ପର୍ଯ୍ୟବେଷିତ ଏହି ଚଳଚ୍ଚିତ୍ରଟି ।[୧] ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟ ଶିକ୍ଷକ କ୍ରିଷ୍ଣା ରେଡ୍ଡୀ ଏହି ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ । ଚଳଚ୍ଚିତ୍ରଟିର ସଂଳାପ କ୍ରିଷ୍ଣାଙ୍କ ସହ ଚନ୍ଦନ କୁମାର ରଚନା କରିଥିଲେ ।ଆଧାର ଭୁଲ: <ref>
ଟ୍ୟାଗ ପାଇଁ ବନ୍ଦକରିବା </ref>
ନାହିଁ
ଏହି କଥାଚିତ୍ରଟିରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ସମସ୍ତ କଳାକର ସମେତ କିଛି ବାହାର କଳାକାର ମଧ୍ୟ ଅଭିନୟ କରିଥିଲେ । ମୁଖ୍ୟ ଭୂମିକାରେ କ୍ରିଷ୍ଣା ଅଭିନୟ କରିଥିଲେ ଏବଂ ନାୟିକା ଭୂମିକାରେ ସୂର୍ଯ୍ୟମୟୀ ଅଭିନୟ କରିଥିଲେ ।[୨] ସୂର୍ଯ୍ୟମୟୀ ପ୍ରଥମେ ଏହି ଡ୍ୟାନ୍ସ ଗ୍ରୁପ୍ର ଜଣେ ସଦସ୍ୟା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୩]
ଅଭିନୟ
- କ୍ରିଷ୍ଣା ରେଡ୍ଡୀ
- ସୂର୍ଯ୍ୟମୟୀ
- ସୋମେଶ୍ୱର ରେଡ୍ଡୀ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କ୍ରିଷ୍ଣା ଏବଂ ସାଇ ଲଖଣ ।[୪] କୁମାର ଶ୍ରୀ ସାହୁ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଏହି କଥାଚିତ୍ରଟିରେ ବନ୍ଦେ ଉତ୍କଳ ଜନନୀ ଏବଂ ବନ୍ଦେ ମାଆତରମ୍ ଭଳି ଗୀତକୁ ସ୍ଥାନିତ କରାଯାଇଥିଲା । କ୍ରିଷ୍ଣା ବେଉରା, ଅନନ୍ୟା ଶ୍ରୀତମ ନନ୍ଦ ଭଳି କଣ୍ଠଶିଳ୍ପୀମାନେ ଏହି କତାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
କ୍ରମ | ଗୀତ | ସମୟ |
---|
ଆଧାର
- ↑ ୧.୦ ୧.୧ "Krishna New Odia Movie of Odisha's Prince Dance Group". Incredible Orissa. 16 November 2017. Retrieved 19 November 2017.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;ନୃତ୍ୟଶିଳ୍ପୀର କାହାଣୀ
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Krishna New Odia movie on Odishas Prince Dance Group-2017". www.nuaodisha.com. 16 November 2017. Retrieved 19 November 2017.
- ↑ "Mahurat of odia film Krishna was held recently". Odisha News Times. 14 November 2017. Retrieved 19 November 2017.